ETV Bharat / state

ଭଦ୍ରକ: ବାତ୍ୟାଞ୍ଚଳ ବୁଲିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ - bhadrak news

ଚାନ୍ଦବାଲି ଓ ଧାମରାରେ ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରୟ ଟିମ୍‌ । ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ଗୃହ ସଚିବ ସାହୀଲ ଘୋଷ ରାଏଙ୍କ ନେତୃତ୍ବରେ 7 ଜଣିଆ ପ୍ରତିନିଧି ଦଳ ଭଦ୍ରକ ଗସ୍ତ କରି ସ୍ଥିତି ପରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 14, 2019, 8:30 PM IST

ଭଦ୍ରକ: ଚାନ୍ଦବାଲି ଓ ଧାମରାରେ ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରୟ ଟିମ୍‌ । ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ଗୃହ ସଚିବ ସାହୀଲ ଘୋଷ ରାଏଙ୍କ ନେତୃତ୍ବରେ 7 ଜଣିଆ ପ୍ରତିନିଧି ଦଳ ଭଦ୍ରକ ଗସ୍ତ କରି ସ୍ଥିତି ପରଖିଛନ୍ତି ।

କେନ୍ଦ୍ରୀୟ ପ୍ରତିନିଧି ଦଳର ଭଦ୍ରକ ପରିଦର୍ଶନ

ଚାନ୍ଦବାଲି ବ୍ଳକ ଜାଗୁଲା ପଞ୍ଚାୟତର ବଳଭଦ୍ର ପ୍ରସାଦ ଗାଁକୁ ବୁଲି ଦେଖିବା ସହ ସେମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ କ୍ଷୟକ୍ଷତି ସମ୍ପର୍କରେ ଆରଡିସି, ଉପଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର, ବିଡିଓ ଓ କୃଷି ବିଭାଗ ଅଧିକାରୀଙ୍କ ସହ ଅଲୋଚନା କରିଛନ୍ତି ।

ବାତ୍ୟା ‘ବୁଲବୁଲ’ ପ୍ରଭାବରେ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CENTRAL TEAM VISIT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 14.11.2019

ANCHOR : ଚାନ୍ଦବାଲି ଧାମରାରେ ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୟ ଟିମ। ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଗୃହ ସିଚବ ସାହୀଲ ଘୋଷ ରାଏଙ୍କ ନେତୃତ୍ୱରେ ଏକ 7 ଜଣିଆ ପ୍ରତିନିଧି ଦଳ ଓଡ଼଼ିଶା ଗସ୍ଥ କରିଛନ୍ତି। ଚାନ୍ଦବାଲି ବ୍ଳକର ଧାମରା ଜାଗୁଲା ପଂଚାୟତର ବଳଭଦ୍ର ପ୍ରସାଦ ଗାଁକୁ ବୁଲି ଦେଖିବା ସହ ସ୍ଥିତି ଅନୁଧାନ କରିଛନ୍ତି । ପରେ କ୍ଷୟକ୍ଷତି ସଂପର୍କରେ ଆରଡ଼ିସ , ଉପଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର, ବିଡ଼ିଓ, କୃଷି ବିଭାଗ ଅଧିକାରିଣୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଅଲୋଚନା କରିଥିଲେ । Body:ବାତ୍ୟା ବୁଲବୁଲ ପ୍ରଭାବରେ ଭଦ୍ରକ ଜିଲ୍ଲାର ଉପକୂଳ ବର୍ତ୍ତୀ ଅଂଚଳ ଚାନ୍ଦବାଲି ଓ ଧାମରାରେ ବ୍ୟାପକ କ୍ଷୟକ୍ଷତି ହୋିଇଥିବାରୁ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଗୃହ ସିଚବ ସାହୀଲ ଘୋଷ ରାଏଙ୍କ କୃଷିର କ୍ଷୟକ୍ଷତି ଓ ବାତ୍ୟା ବିପନ୍ନଙ୍କୁ ସଠିକ ଅକାଳନ କରିବାକୁ ନିର୍ଦେଶ ଦେଇଥିଲେ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.