ETV Bharat / state

Cameraman Manash Murder case: ଭଦ୍ରକ ଏସପିଙ୍କ ସୂଚନା, ଖୁବଶୀଘ୍ର ଧରାପଡିବେ ଫେରାର ଅଭିଯୁକ୍ତ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ । ଏନେଇ ଭଦ୍ରକ ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ପ୍ରତିକ୍ରିୟା ଦେଲେ ଭଦ୍ରକ ଏସପି

author img

By

Published : Mar 22, 2022, 4:50 PM IST

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଭଦ୍ରକ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ । ଏନେଇ ଭଦ୍ରକ ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ ପାଇଁ ଜିଲ୍ଲା ପୋଲିସର ୪ଟି ଟିମ ବିଭିନ୍ନ ସ୍ଥାନକୁ ଯାଇ ଚଢାଉ ଜାରି ରଖିଛି ।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା, ପ୍ରତିକ୍ରିୟା ଦେଲେ ଭଦ୍ରକ ଏସପି

ତେବେ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ର କାରି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କ ସହିତ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି ପୋଲିସ । ଏଣୁ ପୋଲିସ ନିରପକ୍ଷ ଭାବେ ତଦନ୍ତ ପ୍ରକ୍ରିୟା ଚାଲିଥିବା କହିଛନ୍ତି ଭଦ୍ରକ ଏସପି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.