ETV Bharat / state

ଅମୃତପୁର ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ - bhadrak ratnakar murder issue

ଭଦ୍ରକ ଜିଲ୍ଲା ତିହିଡି ଜାମଯୋଡି ପଞ୍ଚାୟତ ଅମୃତପୁର ଠାରେ ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଅଧିକାରୀଙ୍କୁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

bhadrak ratnakar murder issue
ଅପରାଧିଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ
author img

By

Published : Jan 7, 2020, 10:31 PM IST

ଭଦ୍ରକ: ଅମୃତପୁର ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ । ଗତ ଡିସେମ୍ବର 11ରେ ତିହିଡି ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ରତ୍ନାକର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଗତ 11ରେ ରତ୍ନାକରଙ୍କ ସାଙ୍ଗ ଅଣବିନ୍ଦ ମହାନ୍ତିକୁ ଗିରଫ କରିଥିଲା ।

ଅପରାଧିଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ

ଅଭିଯୁକ୍ତକୁ ଏବେ ବିଚାର ବିଭାଗୀୟ ହାଜତରେ ରଖାଯାଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡ ସମ୍ପୃକ୍ତରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀ ଏକାଠି ହୋଇ ତିହିଡି ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEMAND FOR ARREST
FORMAT : AVO
REPORT : DEBASIS MOHAPATRA / BHADRAK
DATE : 07.01.2020

ANCHOR : ଭଦ୍ରକ ଜିଲ୍ଲା ତିହିଡି ଜାମଯୋଡି ପଞ୍ଚାୟତ ଅମୃତପୁର ଠାରେ ହତ୍ୟାକାଣ୍ଡ ଘଟଣା। ଡିସେମ୍ବର 11 ତାରିଖ ଦିନ ଏକ ପରିତ୍ୟକ୍ତ ଘରୁ ନିଖୋଜ ରତ୍ନାକର ଖୁଣ୍ଟିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଡିସେମ୍ବର 21 ତାରିଖ ଦିନ ରତ୍ନାକରଙ୍କ ହତ୍ୟାକାରୀ ତାଙ୍କ ସାଙ୍ଗ ଅଣବିନ୍ଦ ମହାନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ଅଣବିନ୍ଦ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ। Body:ହେଲେ ଅନ୍ୟ ଅଭିଯୁକ୍ତ ଏବେବି ଗିରଫ ହୋଇନଥିବା ଅଭିଯୋଗ ହୋଇଛି। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ, ଗ୍ରାମବାସୀ ମାନେ ତିହିଡ଼ି ଥାନାଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.