ETV Bharat / state

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ - ସୌଭାଗ୍ୟ ଯୋଜନା

ଭୂମିହୀନମାନେ ପଟ୍ଟା ଦାବି ନେଇ ଗତ ରବିବାର ଦିନ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଆଗାମୀ ଦିନରେ ସେମାନଙ୍କୁ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାନଗଲେ ସେମାନେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି ।

bhadrak
bhadrak
author img

By

Published : Dec 3, 2019, 6:49 AM IST

ଭଦ୍ରକ: ଭୂମିହୀନଙ୍କ ପଟ୍ଟା ଦାବି । ଭଦ୍ରକ ପୌରପାଳିକା ଅନ୍ତର୍ଗତ 10 ନମ୍ବର ୱାର୍ଡର ଜଗନ୍ନାଥପୁର ସ୍ଥିତ ଜେନା ସାହିର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ସେହି ଅଞ୍ଚଳରେ ପ୍ରାୟ ତିନି ପୁରୁଷ ଧରି ବସବାସ କରନ୍ତି। ହେଲେ ସେମାନଙ୍କୁ ଅଦ୍ୟାବଧି ସହରାଞ୍ଚଳ ଭୂମିହୀନ ପଟ୍ଟା ଯୋଜନା ଓ ସୌଭାଗ୍ୟ ଯୋଜନା ପରି ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ କରାଯାଇନଥିବା ଜଣାପଡିଛି ।

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ

ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ । ଆଗାମୀ ଦିନରେ ସେମାନଙ୍କୁ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାନଗଲେ ସେଠାରେ ବସବାସ କରୁଥିବା ସମସ୍ତେ ପରିବାର ସହ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LANDLESS
FORMAT : AVB
REPORT : DEBASIS MOHAPATRA / BHADRAK
DATE : 02.12.2019

ANCHOR : ଭୁମିହିନଙ୍କ ପଟ୍ଟା ଦାବି। ଭଦ୍ରକ ପୌରପାଳିକା ଅନ୍ତର୍ଗତ 10 ନମ୍ବର ୱାର୍ଡର ଜଗନ୍ନାଥପୁର ସ୍ଥିତ ଯେନା ସାହିର ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସେହି ଅଞ୍ଚଳରେ ପ୍ରାୟ ତିନି ପୁରୁଷ ଧରି ବସବାସ କରନ୍ତି। ହେଲେ ସେମାନଙ୍କୁ ଅଦ୍ୟାବଧି ସହରାଞ୍ଚଳ ଭୁମିହୀନ ପଟ୍ଟା ଯୋଜନା ଓ ସୌଭାଗ୍ୟ ଯୋଜନା ପରି ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ କରାଯାଇନଥିବା ଜଣାପଡିଛି। Body:ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ। ଆଗାମୀ ଦିନରେ ସେମାନଙ୍କୁ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରା ନଗଲେ ସେଠାରେ ବସବାସ କରୁଥିବା ସମସ୍ତେ ପରିବାର ସହ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି।
Bite : ବାପି ମୁଣ୍ଡା_ଭୂମିହୀନ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.