ETV Bharat / state

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ଭଦ୍ରକ ଜିଲ୍ଲାପାଳ

ଭଦ୍ରକ ଜିଲ୍ଲାରେ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 1 ହଜାର 292ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ ।

author img

By

Published : Apr 15, 2019, 8:58 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାରେ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 1 ହଜାର 292ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏହି ସମସ୍ତ ମତଦାନ କେନ୍ଦ୍ରରେ କିପରି ଭାବେ ସୂଚାରୁ ରୂପେ ମତଦାନ ହୋଇପାରିବ ସେ ନେଇ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଏକ ସମ୍ମନ୍ବୟ ସମୀକ୍ଷା ବୈଠକ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଏଥିରେ ଜେନେରାଲ ଅବଜର୍ଭର, ଏକ୍ସପେଣ୍ଡିଚର ଅବଜର୍ଭର, ପୋଲିସ ଅବଜର୍ଭରଙ୍କ ସମେତ ନିର୍ବାଚନ ଦାୟିତ୍ଵରେ ଥିବା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନିଶାଦ୍ରବ୍ୟ ନିୟନ୍ତ୍ରଣ, ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖାଯାଇଛି।

ସେହିପରି ଭୋଟଦାନବେଳେ ଭିନ୍ନକ୍ଷମଙ୍କ ପାଇଁ କିପରି ସୁବିଧା ସୁଯୋଗ କରାଯାଇପାରିବ, ସେ ନେଇ ବିସ୍ତୃତ ଭାବେ ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ଆଲୋଚନା କରିଥିଲା ଆମ ଟିମ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.