ETV Bharat / state

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ 4 ଦଲାଲ ଗିରଫ

author img

By

Published : Sep 26, 2019, 11:30 PM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ଚଢାଉକରି 4 ଦଲାଲ ଗିରଫ କରିଛି । ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମରେ ନେବା ପାଇଁ ପ୍ରବର୍ତ୍ତାଇବା ଓ ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ରହିଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଏସଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ବରେ ଅଚାନକ ଚଢାଇ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ପୁଲିସ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଚାରିଜଣ ଦଲାଲ ଗିରଫ କରିଛି ଟାଉନ ପୋଲିସ । ଭଦ୍ରକ ଟାଉନ ଥାନା ପୁଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦ୍ଦେର୍ଶ ମୁତାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢାଉ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଗିରଫ ଦଲାଲ ମାନେ ରୋଗୀ ମାନଙ୍କୁ ବିଭିନ୍ନ ବେସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ହୋଇଛି । ମୋ ସରକାର ଯୋଜନାରେ ରୋଗୀ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ ରେ ଏହି ଗିରଫ ଦାରି ହୋଇଥିବା ସୂଚନା ଦେଇଛନ୍ତି SDPO ଜଳନ୍ଧର ଜାଲି । ଗିରଫ ଦଲାଲ ମାନେ ହେଲେ ଅନନ୍ତ ନାୟକ, ବାବାଜୀ ନାୟକ, ହିମାଂଶୁ ନାୟକ ଏବଂ ପ୍ରଭାତ ସାହୁ ବୋଲି ସୂଚନା ମିଳିଛି । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DALAL ARREST
FORMAT : AVO
REPORT : DEBASIS MOHAPATRA / BHADRAK
DATE : 26.09.2019

ANCHOR : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ପୁଲିସ ପକ୍ଷରୁ ଅଚାନକ ଚଢାଉ। ଏହି ଚଢାଉ ସମୟରେ ଚାରିଜଣ ଦଲାଲ ଗିରଫ। Body:ସୂଚନା ଅନୁଯାୟୀ ଭଦ୍ରକ ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦ୍ଦେର୍ଶ ମୁତାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଚଢାଉ କରାଯାଇଥିଲା। ଗିରଫ ଦଲାଲ ମାନେ ରୋଗୀ ମାନଙ୍କୁ ବିଭିନ୍ନ ବେସରକାରୀ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ହେଉଥିଲା। ମୋ ସରକାର ଯୋଜନାରେ ରୋଗୀ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ ରେ ଏହି ଗିରଫ ଦାରି ହୋଇଥିବା ସୂଚନା ଦେଇଛନ୍ତି SDPO ଜଳନ୍ଧର ଜାଲି। ଗିରଫ ଦଲାଲ ମାନେ ହେଲେ ଅନନ୍ତ ନାୟକ, ବାବାଜୀ ନାୟକ, ହିମାଂଶୁ ନାୟକ ଏବଂ ପ୍ରଭାତ ସାହୁ ବୋଲି ସୂଚନା ମିଳିଛି। ଏହି ପ୍ରକ୍ରିୟା ଆଗକୁ ଜାରୀ ରହିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।
Bite : ଜଳନ୍ଧର ଜାଲି_SDPOConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.