ETV Bharat / state

କୋରୋନା କବଳରେ ଭଦ୍ରକର 7 ପୋଲିସ ଅଧିକାରୀ, ମୋଟ ସଂଖ୍ୟା 351କୁ ବୃଦ୍ଧି

author img

By

Published : Jul 20, 2020, 4:49 PM IST

ଭଦ୍ରକ ଜିଲ୍ଲାରେ ସୋମବାର 58 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ 38 ଜଣ କ୍ବାରେନଣ୍ଟାଇନର ଥିବାବେଳେ 13 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରେ 7 ଜଣ ପୋଲିସ ଅଧିକାରୀ ରହିଛନ୍ତି । ଅଧିକ ପଢନ୍ତୁ...

Bhadrak 7 police personel found corona positive
କୋରୋନା କବଳରେ ଭଦ୍ରକର 7 ପୋଲିସ ଅଧିକାରୀ, ମୋଟ ସଂଖ୍ୟା 351କୁ ବୃଦ୍ଧି

ଭଦ୍ରକ: ଜିଲ୍ଲାରେ ସୋମବାର 58 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 381ରେ ପହଞ୍ଚିଛି । ଚିହ୍ନଟ 58 ପଜିଟିଭଙ୍କ ମଧ୍ୟରୁ 38 ଜଣ କ୍ବାରେନଣ୍ଟାଇନର ଥିବାବେଳେ 13 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ସେହିପରି ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରେ 7 ଜଣ ପୋଲିସ ଅଧିକାରୀ ରହିଛନ୍ତି । ଟ୍ବିଟ୍ ଯୋଗେ ଭଦ୍ରକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଏଯାବତ୍ ଜିଲ୍ଲାରେ ମୋଟ 13,913 ଟି ନମୁନା ପରୀକ୍ଷା କରାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଧାମନଗର ପୋଲିସ ଷ୍ଟେସନ ଓ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ପ୍ରକାଶ ଥାଉ କି, ସୋମବାର 58 ପଜିଟିଭ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 381ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 303 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 78 ଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ତେବେ ଦିନକୁ ଦିନ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲାବାସୀଙ୍କ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.