ETV Bharat / state

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆକ୍ରମଣ, 5 ଆହତ - 5 ଆହତ

ଚୋରା ବାଲି ନେଇ ଯାଉଥିବା ଗାଡିକୁ ଅଟକାଇବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ସଂଘବଦ୍ଧ ଆକ୍ରମଣ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆକ୍ରମଣ, 5 ଆହତ
ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆକ୍ରମଣ, 5 ଆହତ
author img

By

Published : Feb 5, 2020, 4:24 AM IST

ଭଦ୍ରକ: ଚୋରା ବାଲି ନେଇ ଯାଉଥିବା ଗାଡିକୁ ଅଟକାଇବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ସଂଘବଦ୍ଧ ଆକ୍ରମଣ । ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସହ 5 ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ର ରାଜସ୍ବ ନିରୀକ୍ଷକ, ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଅଟକାଇବାରୁ, ଟ୍ରାକ୍ଟର ଡ୍ରାଇଭର ବାଲି ଢାଳି ଦେଇ ପଳାଇଯାଇଥିଲେ । ଏନେଇ ଗାଡି ନମ୍ବର ସହ ଅତିରିକ୍ତ ତହସିଲଦାରଙ୍କୁ ସୂଚନା ଦେଇଥିଲେ ରାଜସ୍ବ ନିରୀକ୍ଷକ ।

ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆକ୍ରମଣ, 5 ଆହତ

ଖବର ପାଇ ଅତିରିକ୍ତ ତହସିଲଦାର ମଞ୍ଜୁରୀରୋଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଯାଇ ଆଲୋଚନା କରୁଥିବା ବେଳେ, କାର୍ଯ୍ୟାଳୟ ମଧ୍ୟରେ ସଙ୍ଘବଧ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିବା ସହ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏନେଇ ତଦନ୍ତ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ATTACK
FORMAT : AVO
REPORT : DEBASIS MOHAPATRA / BHADRAK
DATE : 04.02.2020

ANCHOR : ଚୋରା ବାଲି ନେଇ ଯାଉଥିବା ଗାଡିକୁ ଅଟକାଇବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ସଂଘବଦ୍ଧ ଆକ୍ରମଣ । ଅତିରିକ୍ତ ତହସିଲଦାର ଓ ରାଜସ୍ବନିରୀକ୍ଷକ ଙ୍କ ସହ 5 ଜଣ ଏହି ଆକ୍ରମଣ ରେ ଆହତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ର ରାଜସ୍ବନିରୀକ୍ଷକ, ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଅଟକାଇବାରୁ, ଟ୍ରାକ୍ଟର ଡ୍ରାଇଭର ବାଲି ଢାଳି ଦେଇ ପଳାଇଯାଇଥିଲେ। ଏନେଇ ଗାଡି ନମ୍ବର ସହ ଅତିରିକ୍ତ ତହସିଲଦାର ଙ୍କୁ ସୂଚନା ଦେଇଥିଲେ ରାଜସ୍ବନିରୀକ୍ଷକ। Body:ଖବର ପାଇ ଅତିରିକ୍ତ ତହସିଲଦାର ମଞ୍ଜୁରୀରୋଡ଼ ରାଜସ୍ବନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଯାଇ ଆଲୋଚନା କରୁଥିବା ବେଳେ, କାର୍ଯ୍ୟାଳୟ ମଧ୍ୟରେ ସଙ୍ଗବଧ ଆକ୍ରମଣର ଶିକାର ହେଉଥିବା ଜଣାପଡିଛି। ଆକ୍ରମଣ ରେ ଅତିରିକ୍ତ ତହସିଲଦାର ଙ୍କ ମୁଣ୍ଡ ଫାଟିବା ସହ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏନେଇ ତଦନ୍ତ ଜାରି ରଖିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.