ETV Bharat / state

ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ଶୀଧେଶ୍ଵର ବଳିରାମ ବୋନ୍ଦାରଙ୍କ ଦାୟିତ୍ବ ଗ୍ରହଣ

author img

By

Published : Jun 21, 2022, 8:06 AM IST

ଭଦ୍ରକ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟାଭାର ଗ୍ରହଣ କରିଛନ୍ତି ଯୁବ IAS ଶୀଧେଶ୍ଵର ବଳିରାମ ବୋନ୍ଦାର । ଅଧିକ ପଢନ୍ତୁ

Shidheshwar Baliram Bondar has been appointed as the new District Magistrate of Bhadrak
ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ କାର୍ଯଗ୍ରହଣ କଲେ ଆଇ ଏ ଏସ ଶୀଧେଶ୍ଵର ବଳିରାମ ବୋନ୍ଦାର

ଭଦ୍ରକ: ଭଦ୍ରକ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟାଭାର ଗ୍ରହଣ କରିଛନ୍ତି ଯୁବ ଆଇଏଏସ ଶୀଧେଶ୍ଵର ବଳିରାମ ବୋନ୍ଦାର । ସେ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଠାରୁ ଦାଇତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ୱ ନେବାପରେ ତାଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାର ଉନ୍ନତି ପାଇଁ ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ସେ କର୍ମଚାରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.