ETV Bharat / state

ଟ୍ରେନ ଧକ୍କାରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଟ୍ରେନ ଧକ୍କାରେ ଜଣେ ମୃତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ନିକଟ ମlଣିପୁର ଗ୍ରାମ ପାଖ ଦେଇ ଯାଇଥିବା ଧାମରା ଓ ଭଦ୍ରକ ରେଳପଥ ନିକଟରେ ଏହି ମୃତଦେହ ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 23, 2020, 8:32 PM IST

ଟ୍ରେନ ଧକ୍କାରେ ମୃତ୍ୟୁ
ଟ୍ରେନ ଧକ୍କାରେ ମୃତ୍ୟୁ

ଭଦ୍ରକ: ଟ୍ରେନ ଧକ୍କାରେ ଜଣେ ମୃତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ନିକଟ ମlଣିପୁର ଗ୍ରାମ ପାଖ ଦେଇ ଯାଇଥିବା ଧାମରା ଓ ଭଦ୍ରକ ରେଳପଥ ନିକଟରେ ଏହି ମୃତଦେହ ଦେଖିବାକୁ ମିଳିଛି । ମୃତକ ଜଣକ ଚାନ୍ଦବାଲି ଗୋପିନାଥପୁର ପଞ୍ଚାୟତ ହଳଦିଆ ଗ୍ରାମରେ ଗିରିଧାରୀ ନାଥ ବୋଲି ଜଣାପଡିଛି ।

ଟ୍ରେନ ଧକ୍କାରେ ମୃତ୍ୟୁ

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ଯବଚ୍ଛେଦ ପାଇଁ ପଠାଇଛି । ତେବେ ରେଳ ଧାରଣାରେ ଏହା ଏକ ଦୁର୍ଘଟଣା ନା ଅନ୍ୟ କିଛି, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.