ETV Bharat / state

ଜାଲରେ ପଡ଼ିଲା ୩ ଲକ୍ଷ ୧୦ହଜାର ଟଙ୍କାର ତେଲିଆ ମାଛ

author img

By

Published : Jul 23, 2022, 5:23 PM IST

ମାଛର ଦାମ୍‌ ୩ ଲକ୍ଷ ଟଙ୍କାରୁ ଅଧିକ । ଏହି ଦାମୀ ମାଛର ନାଁ ହେଉଛି ତେଲିଆ ମାଛ । ୩୨ କିଲୋ ଓଜନର ଏହି ମାଛ ଭଦ୍ରକ ଜିଲ୍ଲା ଧାମରାରେ ଜାଲରେ ପଡିଛି । ଅଧିକ ପଢ଼ନ୍ତୁ

ଜାଲରେ ପଡ଼ିଲା ୩ ଲକ୍ଷ ୧୦ହଜାର ଟଙ୍କା ମୂଲ୍ୟର ମୂଲ୍ୟବାନ ତେଲିଆ ମାଛ

ଭଦ୍ରକ: ମାଛ ପୁଣି ୩୨ କେଜି ଓଜନର । ଆଉ ଏହି ୩୨ କେଜି ଓଜନର ମାଛ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା । ଏହି ମାଛ ହେଉଛି ତେଲିଆ ମାଛ । ଯାହାର ବଜାର ମୂଲ୍ୟ ୩ଲକ୍ଷ ୧୦ହଜାର ଟଙ୍କା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଚନ୍ଦିନୀପାଳ ଜେଠୀ ମତ୍ସ୍ୟ ପୋତାଶ୍ରୟରେ ।

ସୂଚନାନୁସାରେ ଆଜି ସକାଳେ ତାଳଛୁଆ ଅଞ୍ଚଳର ହାପିଜି ଉଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ମାଛଧରା ବୋଟରେ ଏହି ମାଛ ପଡ଼ିଥିଲା । ମାଛ ଧରାଯିବା ପରେ ଏହାକୁ କଲିକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ କିଣି ନେଇଛି । ଲକ୍ଷାଧିକ ଟଙ୍କାରେ ମାଛ ବିକ୍ରି ହୋଇଥିବାରୁ ମତ୍ସ୍ୟଜୀବୀଙ୍କର ଖୁସି ଦେଖିବାକୁ ମିଳିଛି l ତେବେ ଏହି ମାଛରେ ଔଷଧୀୟ ଗୁଣବତ୍ତା ଥିବାରୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଚଢ଼ା ଦରରେ କିଣିଥାନ୍ତି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.