ETV Bharat / state

ପୋଖରୀରେ ବୁଡି ଶିଶୁକନ୍ୟା ମୃତ - କସିଆ ମେରାଇନ ଥାନା

ଖେଳୁଥିବା ସମୟରେ ପୋଖରୀରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ
author img

By

Published : Oct 31, 2019, 2:53 PM IST

ଭଦ୍ରକ: ପୋଖରୀରେ ବୁଡି 3 ବର୍ଷର ଶିଶୁ କନ୍ୟା ମୃତ। ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ କସିଆ ମେରାଇନ ଥାନା ଅନ୍ତର୍ଗତ ବିଦେଇପୁର ଅଞ୍ଚଳର ସୁଶାନ୍ତ କାଣ୍ଡିଙ୍କ 3 ବର୍ଷର ଶିଶୁକନ୍ୟା ବନ୍ଦନା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ସୂଚନା ଅନୁଯାୟୀ ଘର ନିକଟରେ ଖେଳୁଥିବାବେଳେ ବନ୍ଦନା ହଠାତ ପାଖରେ ଥିବା ଏକ ପୋଖରୀରେ ପଡି ଯାଇଥିଲା। ପରେ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଶିଶୁ କନ୍ୟାକୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ବନ୍ଦନାର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CHILD DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 31.10.2019

ANCHOR : ପୋଖରୀରେ ବୁଡି 3 ବର୍ଷର ଶିଶୁ କନ୍ୟା ମୃତ। ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ କସିଆ ମେରାଇନ ଥାନା ବିଦେଇପୁର ଅଂଚଳରେ। ମୃତ ଶିଶୁକନ୍ୟା ହେଲେ ସେହି ଗାଁର ସୁଶାନ୍ତ କାଣ୍ଡି ଙ୍କ 3 ବର୍ଷର ଶିଶୁକନ୍ୟା ବନ୍ଦନା। ସୂଚନା ଅନୁଯାୟୀ ଘର ନିକଟରେ ଖେଳୁଥିବା ବେଳେ ବନ୍ଦନା ହଟାତ ପାଖରେ ଥିବା ଏକ ପୋଖରୀରେ ପଡି ଯାଇଥିଲା। Body:ପରେ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଶିଶୁ କନ୍ୟା କୁ ଉଧାର କରି ବାସୁଦେବପୁର ମେଡିକାଲକୁ ଆଣିଥିଲେ। ହେଲେ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବନ୍ଦନାର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.