ETV Bharat / state

ଭଦ୍ରକରୁ ଆଉ 2 ମୁଣ୍ଡ ନେଲା କୋରୋନା, ମୋଟ 4 ମୃତ

author img

By

Published : Aug 7, 2020, 1:33 PM IST

ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ଭଦ୍ରକରେ ପୁଣି ଦୁଇ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ 4 ଜଣ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ

ଭଦ୍ରକ:ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ଭଦ୍ରକରେ ପୁଣି ଦୁଇ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ 4 ଜଣ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ
corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ

ଶୁକ୍ରବାର ଜିଲ୍ଲାରେ 50 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 855ରେ ପହଞ୍ଚିଛି। ଶୁକ୍ରବାର ଚିହ୍ନଟ 50 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 30 ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ 20 ଜଣ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି।

ତେବେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 625 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 226 ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି।

corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ
corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ

ଅଦ୍ୟାବଧି ଜିଲ୍ଲାରୁ ମୋଟ 21366 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

corona
ଭଦ୍ରକରୁ କୋରୋନା ନେଲା ଆଉ 2 ମୁଣ୍ଡ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.