ETV Bharat / state

ଧାମନଗରରେ 144 ଧାରା ଜାରି, ନିର୍ବାଚନୀ ହିଂସା ପରେ ପ୍ରଶାସନର ପଦକ୍ଷେପ

author img

By

Published : Mar 25, 2022, 8:18 AM IST

ଧାମନଗରରେ ନିର୍ବାଚନ ବେଳେ ଉତ୍ତେଜନା ଘଟଣା। ପୌର ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲା ଧାମନଗରରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ 144 ଧାରା ଜାରି କରିଛି । ଅଧିକ ପଢ଼ନ୍ତୁ

poll violence in bhadrak
ଭଦ୍ରକରେ ନିର୍ବାଚନୀ ହିଂସା: ସହରରେ 144 ଧାରା ଲାଗୁ

ଭଦ୍ରକ: ଧାମନଗରରେ ନିର୍ବାଚନ ବେଳେ ଉତ୍ତେଜନା ଘଟଣା। ପୌର ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲା ଧାମନଗରରେ ଦେଖା ଦେଇଥିବା ଉତ୍ତେଜନାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ 144 ଧାରା ଜାରି କରିଛି । ସହରରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗତକାଲି (ଗୁରୁବାର) ରାତି 9.30ରୁ ଆଜି ସକାଳ 5ଟା ପର୍ଯ୍ୟନ୍ତ 144 ଧାରା ଲାଗୁ ରହିବାକୁ ସୂଚନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କଟକଣା ବଳବତ୍ତର ରହିଛି।

ଧାମନଗର NAC ପରିଷଦ ଅଞ୍ଚଳ ମଧ୍ୟରେ କଟକଣାକୁ ବଳବତ୍ତର ରଖିବା ନିମନ୍ତେ ଭଦ୍ରକ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ ଉକ୍ତ ଅଞ୍ଚଳ ମଧ୍ୟରେ କୌଣସି ବେଆଇନ ସମାବେଶ ଅଥବା ପାଞ୍ଚ ଜଣରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ। ଏନେଇ ସେଠାରେ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି। ତେବେ ଲାଗୁ ହୋଇଥିବା144 ଧାରା ହଟିବ କିମ୍ବା ଆହୁରି ବଳବତ୍ତର ରହିବ, ସେ ନେଇ ପରବର୍ତ୍ତୀ ବିଜ୍ଞପ୍ତିରେ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.