ETV Bharat / state

100 ପ୍ରତିଶତ କ୍ୟାସଲେସ ହେବ ଚଳିତବର୍ଷର ଧନୁଯାତ୍ରା

ଚଳିତବର୍ଷ ବରଗଡ଼ର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୦ ତାରିଖରେ ଉଦଯାପିତ ହେବ। ଧନୁଯାତ୍ରା ଚଳିତ ବର୍ଷ ୭୧ ବର୍ଷକୁ ପଦାର୍ପଣ କରିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ପ୍ରସ୍ତାବ ଗୃହିତ ହୋଇଛି। ଅଧିକ ଖବର ପଢନ୍ତୁ...

100 ପ୍ରତିଶତ କ୍ୟାସଲେସ ହେବ ଚଳିତବର୍ଷ ବରଗଡ ଧନୁଯାତ୍ରା
author img

By

Published : Nov 2, 2019, 11:50 PM IST

ବରଗଡ: ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏନେଇ ଶନିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧନୁଯାତ୍ରା କମିଟି ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ। ଚଳିତ ଧନୁଯାତ୍ରାକୁ କିପରି ଆକର୍ଷଣୀୟ କରାଯାଇ ପାରିବ ଏବଂ ଶାନ୍ତି ଶୃଙ୍ଗଳା ସହ ଅନୁଷ୍ଠିତ ହେବ ସେନେଇ ଗୁରୁତ୍ବ ଦିଆଯାଇଥିଲା ।

ଚଳିତବର୍ଷ ବରଗଡ଼ର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୦ ତାରିଖରେ ଉଦଯାପିତ ହେବ। ବରଗଡ ଧନୁଯାତ୍ରା ଚଳିତ ବର୍ଷ ୭୧ ବର୍ଷକୁ ପଦାର୍ପଣ କରିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

100 ପ୍ରତିଶତ କ୍ୟାସଲେସ ହେବ ଚଳିତବର୍ଷ ବରଗଡ ଧନୁଯାତ୍ରା

ଏବର୍ଷ ଧନୁଯାତ୍ରାର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କଂସ ସହିତ ସମସ୍ତ କଳାକାରଙ୍କ ନୂତନ ଚୟନ କରାଯିବା ସହିତ ଏଥର ୧୦୦ % କ୍ୟାସଲେସ ସିଷ୍ଟମରେ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି|

ଯାତ୍ରାକୁ କିପରି ଶାନ୍ତି ଶୃଙ୍ଗଳା ସହ ଅନୁଷ୍ଠିତ ହେବ ସେନେଇ ପୋଲିସ ବିଭାଗ ପକ୍ଷରୁ ଏସପି ପଦ୍ମିନୀ ସାହୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏହାସହ ସହରର ଚାରିଆଡେ ସିସିଟିଭି କ୍ୟାମେରା ଲଗାଯିବ ଏବଂ ଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି|

ଧନୁଯାତ୍ରା ସମୟରେ ବରଗଡ଼ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ସହ ବୁଲା ଗାଈଗୋରୁଙ୍କ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାକୁ ନଜର କରାଯିବ ଓ ପଲିଥିନ ମୁକ୍ତ ବରଗଡ଼ ଗଠନ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଶନିବାର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା କମିଟି ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ ଚଳିତ ଧନୁଯାତ୍ରାକୁ କିପରି ଆକର୍ଷଣୀୟ କରାଯାଇ ପାରିବ ଏବଂ ଶାନ୍ତି ଶୃଙ୍ଗଳା ସହ ଅନୁଷ୍ଠିତ ହେବ ସେନେଇ ଗୁରୁତ୍ୱ ଦିଆଯାଇଥିଲା ।

Body:ଚଳିତବର୍ଷ ବରଗଡ଼ ର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୦ ତାରିଖରେ ଉଦ୍ଯାପିତ ହେବ । ବରଗଡ ଧନୁଯାତ୍ରା ଚଳିତ ବର୍ଷ ୭୧ ବର୍ଷକୁ ପଦାର୍ପଣ କରିଥିବା ବେଳେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା | ଚଳିତ ବର୍ଷ ଧନୁଯାତ୍ରାର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କଂସ ସହିତ ସମସ୍ତ କଳାକାର ମାନଙ୍କ ନୂତନ ଚୟନ କରାଯିବା ସହିତ ଏଥର ୧୦୦ % କେସଲେସ ସିଷ୍ଟମ ରେ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି |
ଯାତ୍ରା କୁ କିପରି ଶାନ୍ତି ଶୃଙ୍ଗଳା ସହ ଅନୁଷ୍ଠିତ ହେବ ସେନେଇ ପୋଲିସ ବିଭାଗ ପକ୍ଷରୁ ଏସପି ପଦ୍ମିନୀ ସାହୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଏବଂ ସହରର ଚାରିଆଡେ ସିସି ଟିଭି କେମେରା ଲଗାଯିବ ଏବଂ ଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ | ଧନୁଯାତ୍ରା ସମୟରେ ବରଗଡ଼ ସହରକୁ ସ୍ୱଚ୍ଚ ଓ ସୁନ୍ଦର କରିବା ସହ ବୁଲା ଗାଈ ଗୋରୁ ଙ୍କ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟା କୁ ନଜର କରାଯିବ ଓ ପୋଲିଥିନ ମୁକ୍ତ ବରଗଡ଼ କରିବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ବାଇଟ ୧- ଜ୍ୟୋତିରଞ୍ଜନ ପ୍ରଧାନ ( ଜିଲ୍ଲାପାଳ )
ବାଇଟ ୨- ସୁରେଶ୍ଵର ଶତପଥୀ ( ଧନୁଯାତ୍ରା କମିଟି ଆବାହକ )
ବାଇଟ ୩- ପଦ୍ମିନୀ ସାହୁ ( ଏସପି , ବରଗଡ )

ଭିଡିଓ ଏବଂ ବାଇଟ MOJO ରେ ଯାଇଛି |

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.