ETV Bharat / state

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

author img

By

Published : Aug 17, 2021, 8:36 PM IST

ଫରେଷ୍ଟରଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । କେତେ ମାତ୍ରାରେ ରହିଛି ଆୟ ବର୍ହିଭୂତ ସମ୍ପତ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ । ଅଧିକ ପଢନ୍ତୁ...

ଆୟ ବର୍ହିଭୂତ ସମ୍ପତି ଠୁଳ ଆଭିଯୋଗରେ ଭିଜିଲାନ୍ସର ଚଢାଉ ଜାରି

ବରଗଡ: ଭିଜିଲାନ୍ସର ଚଢାଉ ଜାରି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁରସ୍ଥିତ ବାସଭବନ ଏବଂ ଝାରବନ୍ଧ ଅଫିସରେ ଚଢାଉ ଜାରି ରଖିଛି । ଏକକାଳୀନ ଦୁଇ ଦୁଇଟି ଭିଜିଲାନ୍ସ ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଏନେଇ ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମରେ ୧୨ ଜଣ ସଦସ୍ୟ ଦୁଇଟି ଜାଗାରେ ଚଢାଉ ଜାରିରହିଥିବାବେଳେ ତାଙ୍କର ସମସ୍ତ ସମ୍ପତ୍ତିର ଖୋଳ ତାଡ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ଫରେଷ୍ଟରଙ୍କ ଘରେ ଚଢାଉ ଶେଷ ହେବା ପରେ ତାଙ୍କ ସମ୍ପତ୍ତିର ଆକଳନ କରାଯାଇପାରିବ ବୋଲି ସୂଚନା ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.