ETV Bharat / state

କୋରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ବରଗଡ ଡାକ୍ତର - honored as warriors

ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଲି ଠାରେ ଆଗ ଧାଡିର କୋରୋନା ଯୋଦ୍ଧା ଡାକ୍ତର ମାନଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ..

the-doctors-of-bargarh-are-honored-as-warriors

author img

By

Published : Jun 5, 2020, 10:05 PM IST

ବରଗଡ: ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଖେଦାପାଲି ଠାରେ ଆଗ ଧାଡିର କୋରୋନା ଯୋଦ୍ଧା ଡାକ୍ତର ମାନଙ୍କୁ ସମ୍ମାନିତ କରାଯାଇଛି | ଆଜି ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଥମେ ଡାକ୍ତରଖାନା ପରିଷରରେ ବୃକ୍ଷରୋପଣ କରାଯାଇଥିଲା ଏବଂ ପରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପୁଷ୍ପମାଲ୍ୟ ଓ ଉପ ଢୌକନ ପ୍ରଦାନ କରାଯାଇ ସ୍ଵାଗତ କରାଯାଇଛି ।

ବରଗଡର ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ

କୋରୋନା ଯୋଦ୍ଧା ଭାବେ ସ୍ବାସ୍ଥକର୍ମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା | ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡର ଆବାହକ ପବିତ୍ର ଦେହେରୀ ସ୍ବାଗତ କରିବା ସହ ସମାଜସେବୀ ଅଲିମ ରିଜୱି, ରମେଶ ମହାପାତ୍ର, ଆଇନଜୀବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରମେଶ ପତି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିଥିଲେ । ବରଗଡ ସିଡିଏମ୍ଓ ଡା ବିଭୁତି ଭୂଷଣ ମେହେର ଙ୍କ ସମେତ ଅନ୍ୟ ସମସ୍ତ ଡାକ୍ତରମାନଙ୍କୁ ସମ୍ମାନିତ କରିବା ସଙ୍ଗେ ନର୍ସ, ଫାର୍ମାସିଷ୍ଟ ଏପରିକି ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.