ETV Bharat / state

ଭିସି ଯୋଗେ ବରଗଡରେ ହାଇୱେ ପାଟ୍ରୋଲିଂ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ - ରଗଡର ହଳଦୀପାଲି ଛକ

ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହି ସେବା ଶୃଙ୍ଖଳିତ ଭାବେ ଲୋକଙ୍କୁ ସାହାଯ୍ୟ ଯୋଗାଇବା ସହ ହାଇୱେଗୁଡିକରେ ଘଟୁଥିବା ଚୋରି, ଡକାୟତି ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲ ପହଞ୍ଚାଇବାକୁ ନେଇ ସକ୍ଷମ ହେବ ।

ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 2, 2021, 9:42 AM IST

Updated : Feb 2, 2021, 12:00 PM IST

ବରଗଡ: ଭିସି ଯୋଗେ ହାଇୱେ ପାଟ୍ରୋଲିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ହାଇୱେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡିର ଉଦଘାଟନ କରିଥିବା ବେଳେ ଏହି ପରିପେକ୍ଷୀରେ ବରଗଡର ହଳଦୀପାଲି ଛକ ଠାରେ ମଧ୍ୟ ଉଦଘାଟନ ହୋଇଯାଇଛି ।

ଭିସି ଯୋଗେ ବରଗଡରେ ହାଇୱେ ପାଟ୍ରୋଲିଂ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ସେବା ଶୃଙ୍ଖଳିତ ଭାବେ ଲୋକଙ୍କୁ ସାହାଯ୍ୟ ଯୋଗାଇବା ସହ ହାଇୱେଗୁଡିକରେ ଘଟୁଥିବା ଚୋରି, ଡକାୟତି ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲ ପହଞ୍ଚାଇବାକୁ ନେଇ ସକ୍ଷମ ହେବ । ଉତ୍ସବରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ , ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନ, ସିଡ଼ିଏମଓ ଅରୁଣ କୁମାର ପାତ୍ର , ଆରଟିଓ ମାନସ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦେଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 2, 2021, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.