ETV Bharat / state

Student Dropout Issue: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି

author img

By

Published : May 22, 2022, 7:57 AM IST

ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ । ବରଗଡ ଜିଲ୍ଲାରେ ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଜିଲ୍ଲା ଶିକ୍ଷା ଅଧିକରୀଙ୍କୁ ଅଭିଭାବକ ସଂଘର ଦାବିପତ୍ର । ଅଧିକ ପଢନ୍ତୁ

Student Dropout Issue: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି
Student Dropout Issue: ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଦାବି

ବରଗଡ: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ପ୍ରସଙ୍ଗ । ବରଗଡ ଜିଲ୍ଲାରେ ବନ୍ଦ କରାଯାଇଥିବା ସ୍କୁଲ ପୁନର୍ବାର ଖୋଲିବାକୁ ଜିଲ୍ଲା ଆବାହକ ବିମଳ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକରୀଙ୍କୁ ଭେଟି ଦାବିପତ୍ର ଦେଲା ଅଭିଭାବକ ସଂଘ ।

ସୂଚନାଅନୁସାରେ, ବିଗତ ୨୦୨୦ରେ ସରକାରଙ୍କ ସ୍କୁଲ ବନ୍ଦ ଓ ଅନ୍ୟତ୍ର ମିଶ୍ରଣ ନୀତି ଏବଂ କୋରୋନା ଯୋଗୁଁ ସାରା ରାଜ୍ୟରେ ୧୩ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଡ୍ରପଆଉଟ ହୋଇଥିଲେ । ଏହାସହ ସେମାନେ ଏବେ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରୁଥିବା ବେଳେ ବନ୍ଦ କରାଯାଇଥିବା ସ୍କୁଲ ଗୁଡିକୁ ପୁନଃ ଖୋଲିବାକୁ ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବରଗଡ଼ ଜିଲ୍ଲାର ସ୍କୁଲ ଛାଡି ଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ଶ୍ରୋତରେ ସାମିଲ ଓ ବନ୍ଦ ହୋଇଥିବା ସ୍କୁଲ ଗୁଡିକୁ ପୁନଃ ଖୋଲିବା ପାଇଁ ଗତକାଲି(ଶନିବାର) ଜିଲ୍ଲା ଆବାହକ ବିମଳ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.