ETV Bharat / state

ଏସଏସଜି ସଂଗଠନକୁ ମିଳିଲା ସରକାରୀ ସହାୟତା

ବରଗଡରେ ଧରିତ୍ରୀ ବ୍ଲକସ୍ତରୀୟ ମହାସଂଘ ତରଫରୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

ଏସଏସଜି ସଂଗଠନ ମାନଙ୍କୁ ମିଳିଲା ସରକାରୀ ସହାୟତା

author img

By

Published : Oct 15, 2020, 10:48 PM IST

ବରଗଡ: ମହାମାରୀ ସମୟରେ ବିଭିନ୍ନ SSG ଗୁଡିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗେଇଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଗୁରୁବାର ବରଗଡରେ ଧରିତ୍ରୀ ବ୍ଲକସ୍ତରୀୟ ମହାସଂଘ ତରଫରୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

ଏସଏସଜି ସଂଗଠନ ମାନଙ୍କୁ ମିଳିଲା ସରକାରୀ ସହାୟତା

କୋରୋନା ମହାମାରୀ ସମୟରେ ସ୍ୱୟଂ ସହାୟକ ଗୁଡିକ ଆର୍ଥିକଭାବେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଓଡିଶା ସରକାରଙ୍କ ଦ୍ୱାରା ବ୍ଲକସ୍ତରୀୟ ମହାସଂଘକୁ 50 ଲକ୍ଷ ଟଙ୍କାର ଅନୁଦାନ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଏହି ଅର୍ଥରାଶି ମଧ୍ୟରୁ ଜୀବିକା ନିର୍ବାହ ଏବଂ ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ଆର୍ଥିକ ଉନ୍ନତି କରିବାପାଇଁ ଧରିତ୍ରୀ ମହାସଂଘ ତରଫରୁ ଗୋଷ୍ଠୀଉନ୍ନୟନ ଅଧିକାରୀ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ମାଧ୍ୟମରେ 5ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଢେଇ ଲକ୍ଷ୍ୟଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.