ETV Bharat / state

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି

author img

By

Published : Dec 1, 2019, 3:00 AM IST

ଡିସେମ୍ବର1ରୁ ବରଗଡରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଯାନବାହନ କାଗଜପତ୍ରର କଡାକଡି ଯାଞ୍ଚ ପ୍ରକ୍ରିୟାକୁ 3ମାସ କୋହଳ କରାଯାଇଛି । ବାଇକ ଚାଳକଙ୍କ ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ ଓ ମଦ୍ୟପାନ କରି ଗାଡିଚଲାଉଥିବା ଲୋକଙ୍କୁ ଧରାଯିବା ଏବଂ ଫାଇନ ସହିତ ଜେଲ ଦଣ୍ଡିତ କରାଯିବ ।

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି
new motor vehicle act

ବରଗଡ: ଆଜି ଠାରୁ ବରଗଡରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା । କେବଳ କାଗଜପତ୍ରର ଯାଞ୍ଚକୁ 3ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ , ସ୍ପିଡ ଡ୍ରାଇଭିଙ୍ଗ ଓ ମଦ ପିଇ ଗାଡିଚଳାଉଥିବା ଲୋକଙ୍କୁ ଚେକିଙ୍ଗ କରାଯିବ । ଗତକାଲି ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ଟ୍ରାଫିକ ସଚେତନତା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆଜିଠୁ ବରଗଡରେ ଟ୍ରାଫିକ ଚେକିଙ୍ଗ କଡାକଡି

ବରଗଡରେ ଆଜି ଠାରୁ ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାଫିକ ଯାଞ୍ଚ ଆରମ୍ଭ କରାଯିବ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଯାନବାହନ କାଗଜପତ୍ରର କଡାକଡି ଯାଞ୍ଚ ପ୍ରକ୍ରିୟାକୁ 3ମାସ କୋହଳ କରାଯାଇଛି । ବାଇକ ଚାଳକଙ୍କ ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ ଓ ମଦ୍ୟପାନ କରି ଗାଡିଚଲାଉଥିବା ଲୋକଙ୍କୁ ଧରାଯିବା ଏବଂ ଫାଇନ ସହିତ ଜେଲ ଦଣ୍ଡିତ କରାଯିବ । ଏନେଇ ଗତକାଲି ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାର ପରିବହନ ବିଭାଗ, ପୋଲିସ ବିଭାଗ, ପୌରପରିଷଦ ବିଭାଗ , ଅଶୋକା ବିଲିକନର ଅଧିକାରୀ ଏବଂ ଏନଏଚଏଆଇ ବିଭାଗର ଅଧିକାରୀମାନଙ୍କୁ ତଥା ବସ, ଟ୍ରକ ଓ ଅଟୋ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଟ୍ରାଫିକ ସଚେତନତା କରାଯାଇଥିଲା ।

ସହରରେ ବୁଲୁଥିବା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା ବଢିଚାଲୁଥିବା ବେଳେ ଏଣିକି କାଞ୍ଜିଆହୁଦାରେ ବୁଲା ଗାଈଗୋରୁଙ୍କୁ ରଖାଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତାକାଲି ଠାରୁ ବରଗଡ଼ରେ କଡ଼ାକଡ଼ି ହେବ ଟ୍ରାଫିକ ବ୍ୟବସ୍ଥା । କେବଳ କାଗଜପତ୍ରର ଯାଞ୍ଚ କୁ ତିନିମାସ ପର୍ଯ୍ୟନ୍ତ କୋହଳ କରାଯାଇଥିବା ବେଳେ ହେଲମେଟ ଚେକିଙ୍ଗ, ଟ୍ରିପଲ ଡ୍ରାଇଭିଙ୍ଗ , ସ୍ପୀଡ଼ ଡ୍ରାଇଭିଙ୍ଗ ଓ ମଦ ପିଇ ଗାଡିଚଲାଉଥିବା ଲୋକଙ୍କୁ ଚେକିଙ୍ଗ କରାଯିବ । ଆଜି ବାରଗଡ଼ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ଟ୍ରାଫିକ ସଚେତନତା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Body:ବରଗଡ଼ ରେ ଆସନ୍ତାକାଲି ଠାରୁ ଆରଟିଓ ଏବଂ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାଫିକ ଯାଞ୍ଚ ଆରମ୍ଭ କରାଯିବ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଯାନବାହନ କାଗଜପତ୍ର ର କଡ଼ାକଡ଼ି ଯାଞ୍ଚ ପ୍ରକ୍ରିୟା କୁ ତିନିମାସ କୋହଳ କରାଯାଇଥିବା ବେଳେ ବାଇକ ଯାତ୍ରୀଙ୍କ ହେଲମେଟ ଚେକିଙ୍ଗ , ଟ୍ରିପଲ ଡ୍ରାଇଭିଙ୍ଗ ଓ ମଦ୍ୟପାନ କରି ଗାଡିଚଲାଉଥିବା ଲୋକଙ୍କୁ ଧରାଯିବା ଏବଂ ଫାଇନ ସହିତ ଜେଲ ଦଣ୍ଡିତ କରାଯିବ । ଏନେଇ ଆଜି ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାର ପରିବହନ ବିଭାଗ , ପୋଲିସ ବିଭାଗ, ପୌରପରିଷଦ ବିଭାଗ , ଅଶୋକା ବିଲିକନର ଅଧିକାରୀ ଏବଂ ଏନଏଚଏଆଇ ବିଭାଗର ଅଧିକାରୀମାନଙ୍କୁ ତଥା ବସ, ଟ୍ରକ ଓ ଟେମ୍ପୁ ସଂଘର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଟ୍ରାଫିକ ସଚେତନତା କରାଯାଇଥିଲା ।
ସହରରେ ବୁଲୁଥିବା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା ବଢିଚାଲୁଥିବା ବେଳେ ଏଣିକି କାଞ୍ଜି ହାଉସରେ ବୁଲା ଗାଈଗୋରୁଙ୍କୁ ରଖାଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବାଇଟ ୧- ଜ୍ୟୋତିରଞ୍ଜନ ପ୍ରଧାନ ( ଜିଲ୍ଲାପାଳ )
ବାଇଟ ୨- ପଦ୍ମିନୀ ସାହୁ ( ଏସପି , ବରଗଡ଼ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.