ETV Bharat / state

ବିଜେପୁରରେ ପହଞ୍ଚିଲେ ନବୀନ, ରୀତାଙ୍କ ପାଇଁ କରିବେ ପ୍ରଚାର

ବିଜେପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହେଲିକପ୍ଟର ଯୋଗେ 10ଟା 45ରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ପହଞ୍ଚିଛନ୍ତି ।

author img

By

Published : Oct 17, 2019, 10:49 AM IST

Updated : Oct 17, 2019, 11:58 AM IST

ଫାଇଲ ଫଟୋ

ବରଗଡ: ବିଜେପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହେଲିକପ୍ଟର ଯୋଗେ 10ଟା 45ରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ପହଞ୍ଚିଛନ୍ତି । ପ୍ରଥମେ କୁରକୁଟା ଗାଁରେ ଲୋକଙ୍କୁ ସମ୍ବୋଧିତ କରି ରୋଡ ସୋ କରିବାର ରହିଛି କାର୍ଯ୍ୟକ୍ରମ । ପରେ ବିଜେପୁର ଏବଂ ବରପାଲୀ ବ୍ଲକର 30ଟି ଗ୍ରାମରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।

ବିଜେପୁରରେ ପହଞ୍ଚିଲେ ନବୀନ

ଦୁଇ ଦିନିଆ ବିଜେପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ । ଆସନ୍ତା 21 ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବାବେଳେ ଆଜି ଓ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏଠାରେ ରହିବା ସହ ଭୋଟ ଭିକ୍ଷା କରିବେ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 17, 2019, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.