ETV Bharat / state

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ଆସନ୍ତା 17 ଓ 18 ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାକୁ ଗସ୍ତ କରିବା ନେଇ ସୂଚନା ମିଳିଛି ।

author img

By

Published : Oct 15, 2019, 3:30 AM IST

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ବିଜେପି ପକ୍ଷରୁ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନମଣ୍ଡଳୀ ଗସ୍ତ କରିସାରିଥିବା ବେଳେ ଏବେ ବିଜେଡି ଦଳ ମୁଖିଆ ନବୀନ ପଟ୍ଟନାୟକ ନିଜେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାରରେ ଆସିବେ ବୋଲି ସୂଚନା ମିଳିଛି |

ଆସନ୍ତା 17 ଓ 18 ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାକୁ ଗସ୍ତ କରିବା ନେଇ ସୂଚନା ମିଳିଛି ।

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ତେବେ ମୁଖ୍ୟମନ୍ତ୍ରୀ 17 ତାରିଖରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ହେଲିକେପ୍ଟର ଯୋଗେ ଅହଲ୍ଲାଇବେ ଏବଂ ବିଜେପୁର ଓ ବରପାଲି ଉଭୟ ବ୍ଲକର ବହୁ ସ୍ଥାନକୁ ରୋଡ ସୋ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବେ । ଏହାସହ ବରଗଡରେ ରାତ୍ରିଯାପନ କରି 18 ତାରିଖରେ ପୁଣି ଗାଇସିଲେଟ ବ୍ଲକର ତାଳପାଳିଠାରୁ ନିର୍ବାଚନୀ ପ୍ରଚାରରେ ବାହାରିବାର ଯୋଜନା ରହିଛି । ଶେଷରେ ଅପରାହ୍ନ 1ଟା ପରେ ସେ ପଦ୍ମପୁର ସତିଭଟା ଏୟାର ସ୍ଟ୍ରିପରେ ପହଞ୍ଚି ସେଠାରୁ ଫେରିବାର କାର୍ଯ୍ୟକ୍ରମ ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଦଳରୁ ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନମଣ୍ଡଳୀ ଗସ୍ତ କରିସାରିଥିବା ବେଳେ ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ନିଜେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ରେ ଆସିବେ ବୋଲି ଜଣା ପଡିଛି | ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା କୁ ଗସ୍ତ କରିବେ ବୋଲି ଜଣାପଡିଛି |
Body:୧୭ ତାରିଖରେ ବିଜେପୁର ବ୍ଲକ ଲାଉମୁଣ୍ଡା ରେ ହେଲିକେପ୍ଟର ଯୋଗେ ଅହଲ୍ଲାଇବେ ଏବଂ ବିଜେପୁର ଓ ବରପାଲି ଉଭୟ ବ୍ଲକ ର ବହୁ ସ୍ଥାନକୁ ରୋଡ ସୋ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବେ ଏବଂ ବରଗଡରେ ରାତ୍ରି ଜାପାନ କରି ୧୮ ତାରିଖରେ ପୁଣି ଗଇସିଲେଟ ବ୍ଲକ ର ତାଳପାଳି ଠାରୁ ପୁଣି ନିର୍ବାଚନୀ ପ୍ରଚାରରେ ବାହାରିବେ | ଅପରାହ୍ନ ୧ ଟା ପରେ ସେ ପଦ୍ମପୁର ସତିଭଟା ଏୟାର ସ୍ଟ୍ରିପରେ ପହଞ୍ଚି ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି |
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.