ETV Bharat / state

ଅସହାୟ କିଡନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ ସିଂ - kidney patients

କିଡ଼ନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜଡା ଗ୍ରାମର ସୁଦାମ କୁମ୍ଭାରଙ୍କ ଚିକିତ୍ସା ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିବାରୁ ମନ୍ତ୍ରୀ ନିଜର ଆମ୍ବୁଲାନ୍ସ ଦ୍ଵାରା ସୁଦାମ କୁମ୍ଭାରଙ୍କୁ କଟକ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି ।

ଅସହାୟ କିଡନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

author img

By

Published : Jul 17, 2021, 10:50 AM IST

ବରଗଡ଼: କିଡ଼ନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । କିଡ଼ନୀ ରୋଗରେ ପୀଡିତ ଥିବା ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜଡା ଗ୍ରାମର ସୁଦାମ କୁମ୍ଭାରଙ୍କ ଚିକିତ୍ସା ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଏନେଇ ମନ୍ତ୍ରୀ ସୁଶାନ୍ତ ସିଂ ନିକଟକୁ ଖବର ପହଞ୍ଚିବା ପରେ ମନ୍ତ୍ରୀ ନିଜର ଆମ୍ବୁଲାନ୍ସ ଦ୍ଵାରା ସୁଦାମ କୁମ୍ଭାରଙ୍କୁ କଟକ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି ।

ତେବେ ସୁଦାମ କୁମ୍ଭାର, କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଦୁଇବେଳା ଖାଇବା ଯୋଗାଡ କରିବା ମଧ୍ୟ କଷ୍ଟ କର ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ସୁଦାମଙ୍କର ଏପରି ପରିସ୍ଥିତି ବିଷୟରେ ଶ୍ରମ ମନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଖବର ପାଇବା ପରେ ସମସ୍ତ ପ୍ରକାରର ସୁବିଧା ଯୋଗେଇବା ସହିତ କଟକ ଡାକ୍ତରଖାନାକୁ ସୁଦାମଙ୍କ ଉନ୍ନତ ମାନର ଚିକିତ୍ସା ପାଇଁ ନିଜର ଆମ୍ବୁଲାନ୍ସରେ ପଠାଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.