ETV Bharat / state

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ

author img

By

Published : Jun 16, 2020, 3:10 AM IST

ମହାମାରୀ ବେଳେ ଋଣ ଅର୍ଥ ଦାବି କରୁଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ । ଉପଜିଲ୍ଲାପାଳଙ୍କ ମନା କରିବା ସତ୍ତ୍ବେ ଚାଲିଛି ବକେୟା ଅର୍ଥ ଦାବି । ଅଧିକ ପଢ଼ନ୍ତୁ...

microfinance companies,  asking for Installment, despite the deputy collector's order, bargarh news, ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ, ବରଗଡ଼ ଖବର
ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ

ବରଗଡ଼: ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖାତିର କରୁ ନାହାନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳ ଫାଇନାନ୍ସ କମ୍ପାନୀ ମାନେ । ପଦ୍ମପୁର ଉପଜିଲ୍ଲାପାଳଙ୍କ ମନା କରିବା ପରେ ମଧ୍ୟ ଅର୍ଥ ବସୁଲି କରୁଛନ୍ତି ବହୁ ମାଇକ୍ରୋଫାଇନାନ୍ସ କମ୍ପାନୀ ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ
microfinance companies,  asking for Installment, despite the deputy collector's order, bargarh news, ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ, ବରଗଡ଼ ଖବର
ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ, ଅର୍ଥ ବସୁଲିରେ ଲାଗିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନୀ

ବର୍ତ୍ତମାନ କୋରୋନା ମହାମାରୀ ପରିସ୍ଥିତିରେ ବହୁ ଗରିବ ଲୋକଙ୍କ ହାତରେ ପଇସା ନଥିବା ବେଳେ ନିଜ ପରିବାରର କିପରି ଭରଣ ପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ବହୁ ବେକାରଙ୍କୁ ରାଜ୍ୟ ସରକାର କିପରି କାମ ଧନ୍ଦା ଯୋଗାଇ ଦେବେ ସେନେଇ ଚିନ୍ତା ପ୍ରକଟ କରୁଛନ୍ତି । ଏପରି ପରିସ୍ଥିତିରେ ଋଣ ପ୍ରଦାନକାରୀ ବହୁ ମାଇକ୍ରୋଫାଇନାନ୍ସ କମ୍ପାନୀ ନିଜର ଅର୍ଥ ସଂଗ୍ରହ କରିବାକୁ ବାହାରି ପଡିଛନ୍ତି । ତେବେ ଲୋକଙ୍କ ଅବସ୍ଥା ଦେଖି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ ନିଜେ ପଦ୍ମପୁର ଅଞ୍ଚଳର ସମସ୍ତ ଫାଇନାନ୍ସ କମ୍ପାନୀ ମାନଙ୍କୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ଅର୍ଥ ବସୁଲି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବହୁ କମ୍ପାନୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବି ଖାତିର ନକରି ଅର୍ଥ ବସୁଲି କରିବାକୁ ପହଞ୍ଚିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.