ETV Bharat / state

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ପ୍ରଚ୍ଛଦପଟ ନାୟକ: ରୂପକାର - make up artist

ବରଗଡ଼ ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯାହାର ଭୂମିକା ରହିଛି ତାମଧ୍ୟରୁ ରୂପକାର ଘାସିରାମ ସାହୁ ଅନ୍ୟତମ। ସେ ଏବେ ଦୁନିଆରେ ନାହାନ୍ତି ସତ ହେଲେ ଛାଡ଼ି ଯାଇଛନ୍ତି ଅନେକ ଅଭୂଲା ସ୍ମୃତି । ଅଧିକ ପଢନ୍ତୁ...

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା: ରୂପକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

author img

By

Published : Jan 9, 2020, 11:58 PM IST

ବରଗଡ: ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯେଉଁମାନଙ୍କ ଭୂମିକା ରହିଛି ତାମଧ୍ୟରୁ ରୂପକାରର ଭୂମିକା ଅନ୍ୟତମ । ଏହି ପ୍ରଚ୍ଛଦପଟ୍ଟର କଳାକାରଙ୍କୁ ତ କେହି ଦେଖିପାରନ୍ତି ନାହିଁ ହେଲେ ତାଙ୍କ ସାଜସଯ୍ୟା ଯୋଗୁଁ ଏହି ଖୋଲା ରଙ୍ଗମଞ୍ଚର ପ୍ରତ୍ୟେକ କଳାକାର ହୋଇପଡ଼ନ୍ତି ଜୀବନ୍ତ |

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା: ରୂପକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ବରଗଡ଼ ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯାହାର ଭୂମିକା ରହିଛି ତାମଧ୍ୟରୁ ରୂପକାର ଘାସିରାମ ସାହୁ ଅନ୍ୟତମ। ସେ ଏବେ ଏହି ଦୁନିଆରେ ନାହାନ୍ତି ସତ ଛାଡ଼ି ଯାଇଛନ୍ତି ଅନେକ ଅଭୂଲା ସ୍ମୃତି ।

୧୯୪୮ ମସିହା ଧନୁଯାତା ଆରମ୍ଭ ଠାରୁ ଘାସିରାମ କଳାକାରଙ୍କୁ ନିୟମିତ ସାଜସଯ୍ୟା କରିଆସୁଥିଲେ । ତାଙ୍କ ପରେ ତାଙ୍କ ବଡ଼ ପୁଅ ଦେବାନନ୍ଦ ସାହୁ ବାପାଙ୍କଠୁ ପ୍ରେରଣା ପାଇ ରୂପକାରର ଦାୟିତ୍ବ ତୁଲାଉଛନ୍ତି । ତାଙ୍କ ସହ ତାଙ୍କ ପରିବାର ପ୍ରତ୍ୟେକ ସଦସ୍ୟ ଏହି କାମରେ ସହଯୋଗ କରିଥାନ୍ତି। ଏହି ବିଶ୍ବପ୍ରସିଦ୍ଧ ଧନୁଯତ୍ରାରେ ନିଜକୁ ଜଡ଼ିତ କରିପାରୁଥିବାରୁ ସେମାନେ ନିଜକୁ ଗର୍ବିତ ଅନୁଭବ କରନ୍ତି। ତାସହ ପରିବାରର ମହିଳା ସଦସ୍ୟମାନେ ଧନୁଯାତ୍ରାର ବହୁ ଦିନ ପୂବରୁ କଳାକାରଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି ରଙ୍ଗବେରଙ୍ଗର ପୋଷାକ, ମକୁଟ, ମୋତି, ମାଳି ଓ ଅନେକ ସୁନ୍ଦର ସାଜସଯ୍ୟା ସାମଗ୍ରୀ । ଯାହାକି ଏମାନଙ୍କୁ ବେଶ ଆନନ୍ଦ ଦେଇଥାଏ।

ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଏହି ଧନୁଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ମହାରାଜ କଂସ ଓ ଅନ୍ୟ କଳାକାର। ଏମାନଙ୍କୁ ଦେଖିବା ପାଇଁ ମଥୁରା ଓ ଅନ୍ୟରାଜ୍ୟରୁ ଲୋକଙ୍କ ଭିଡ ଜମି ଥାଏ । ହେଲେ ଏହି କଳାକାରଙ୍କୁ ସୁନ୍ଦର ଭାବେ ସାଜସଯ୍ୟା କରିବାର ଗୁରୁଦାୟିତ୍ବ ରହିଥାଏ ରୂପକାର ଉପରେ। ପ୍ରଚ୍ଛଦପଟ୍ଟର ଏହି କଳାକାର ତାଙ୍କ ଦାୟିତ୍ବକୁ ଅତି ସୁନ୍ଦର ତୁଲାଇଥାନ୍ତି । ନାଟ୍ୟକାରଙ୍କ ଦୃଷ୍ଟିରେ ଘାସିରାମ ସାହୁ ଥିଲେ ଯାଦୁଗର । ତାଙ୍କ ହାତରେ ଥିଲା ଏମିତି କଳା ଯେ କି ସବୁବେଳେ କିଛି ଭିନ୍ନ ସ୍ବାଦ ଦେଇ ପାରୁଥିଲେ । ଧନୁଯାତ୍ରାର ପ୍ରଚ୍ଛଦପଟ୍ଟରେ ଥିଲେ ବି ଏହି ରୂପକାରମାନେ ଯାତ୍ରାର କଳାକାରଙ୍କୁ ଜୀବନ୍ତ କରିବା ସହ ମହନୀୟତାକୁ ବଢ଼ାଇ ପାରିଛନ୍ତ |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ ଯେଉଁ ମାନଙ୍କ ଭୂମିକା ରହିଛି ତାମଧ୍ୟରୁ ରୂପକାର ର ଭୂମିକା ଅନ୍ୟତମ । ଏହି ପ୍ରଛଦ ପଟର କଳାକାରଙ୍କୁ ତ କେହି ଦେଖିପାରନ୍ତି ନାହିଁ ହେଲେ ତାଙ୍କ ସାଜସଜ୍ୟା ଯୋଗୁଁ ଏହି ଖୋଲା ରଙ୍ଗମଞ୍ଚର ପ୍ରତ୍ୟକ କଳାକାର ହୋଇପଡ଼ନ୍ତି ଜୀବନ୍ତ |

Body:ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ ଯେଉଁ ମାନଙ୍କ ଭୂମିକା ରହିଛି ତାମଧ୍ୟରୁ ରୂପକାର ଘାସିରାମ ସାହୁ ଅନ୍ୟତମ । ହେଲେ ସେତ ଆଉ ଏହି ଜଗତରେ ନାହାନ୍ତି ହେଲେ ଛାଡ଼ି ଯାଇଛନ୍ତି ଅନେକ ଅଭୂଳା ସ୍ମୃତି , ୧୯୪୮ ମସିହା ଧନୁଯାତା ଆରମ୍ଭ ଠାରୁ ଘାସିରାମ କଳାକାରଙ୍କୁ ନିୟମିତ ସଜସଜ୍ୟା କରିଆସୁଥିଲେ । ତାଙ୍କ ପରେ ତାଙ୍କ ବଡ଼ ପୁଅ ଦେବାନନ୍ଦ ସାହୁ ବାପାଙ୍କଠୁ ପ୍ରେରଣା ପାଇ ରୂପକାର ର ଦାୟିତ୍ୱ ତୁଳାଉଛନ୍ତି । ତାଙ୍କ ସହ ତାଙ୍କ ପରିବାର ପ୍ରତ୍ୟକ ସଦସ୍ୟ ଏହି କାମରେ ସହଯୋଗ କରିଥାନ୍ତି । ଏହି କାମରୁ ଯାହା ତ ପାରିଶ୍ରମିକ ପାଇଥାନ୍ତି ହେଲେ ଏହି ବିଶ୍ୱପ୍ରସିଦ୍ଧ ଧନୁଯତ୍ରାରେ ନିଜକୁ ଜଡ଼ିତ କରିପାରୁଥିବାରୁ ସେମାନେ ନିଜକୁ ଗର୍ବ ଅନୁଭବ କରନ୍ତି । ତା ସହ ପରିବାର ମହିଳା ସଦସ୍ୟମାନେ ଧନୁଯାତ୍ରାର ବହୁ ଦିନ ପୂବରୁ କଳାକାରଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି ରଂଗବେରଂଗର ପୌଷାକ, ମକୁଟ, ମୋତି, ମାଳି ଓ ଅନେକ ସୁନ୍ଦର ସାଜସଜ୍ୟା ସାମଗ୍ରୀ । ଯାହାକି ଏମାନଙ୍କୁ ବେଶ ଆନନ୍ଦ ଦେଇଥାଏ ।Conclusion: ପୌରାଣୀକ କଥା ବସ୍ତୁ ଉପରେ ଆଧାରିତ ଏହି ଧନୁଯାତ୍ରାର ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛନ୍ତି ମହାରାଜ କଂସ ଓ ଅନ୍ୟ କଳାକାର ମାନେ । ଏମାନଙ୍କୁ ଦେଖିବା ପାଇ ମଥୁରା ଓ ଅନ୍ୟରାଜ୍ୟରୁ ଲୋକଙ୍କ ଭିଡ଼ଯମି ଥାଏ । ହେଲେ ଏହି କଳାକାର ମାନଙ୍କୁ ସୁନ୍ଦର ଭାବେ ସଜସଜ୍ୟା କରିବାର ଗୁରୁଦାୟିତ୍ୱ ରହିଥାଏ ରୂପକାର ଉପରେ । ପ୍ରଛଦପଟର ଏହି କଳାକାର ମାନେ ତାଙ୍କ ଦାୟିତ୍ୱକୁ ଅତି ସୁନ୍ଦର ତୁଳାଇଥାନ୍ତି । ନାଟ୍ୟକାର ମାନଙ୍କ ଦୃଷ୍ଟିରେ ଘାସିରାମ ସାହୁ ଥିଲେ ଯାଦୁଗର , ତାଙ୍କ ହାତରେ ଥିଲା ଏମିତି କଳା ଯେ କି ସବୁ ବେଳେ କିଛି ଭିନ୍ନ ସ୍ୱାଦ ଦେଇ ପାରୁଥିଲେ । ଧନୁଯାତ୍ରାର ପ୍ରଛଦପଟରେ ଥିଲେ ବି ଏହି ରୂପକାରମାନେ ଯାତ୍ରାର କଳାକାରଙ୍କୁ ଜିବନ୍ତ କରିବା ସହ ମହନୀୟତା କୁ ବଢ଼ାଇ ପାରିଛନ୍ତ |
ବାଇଟ 1- ଦେବାନନ୍ଦ ସାହୁ ( ରୂପକାର )
ବାଇଟ 2- ଲୋକନାଥ ସାହୁ ( କଳାକାର )
ବାଇଟ 3-ଦୂର୍ଗା ପ୍ରସାଦ ସାହୁ (କଳାକାର )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.