ETV Bharat / state

21ରେ ବିଜେପୁର ଉପନିର୍ବାଚନ, ସୁରକ୍ଷା ବ୍ୟବସ୍ଥା କଡାକଡି

ବିଜେପୁର ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । 21ରେ ହେବ ବିଜେପୁର ଉପନିର୍ବାଚନ, ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ପୋଲିସ ଓ ସିଆରପିଏଫର ଫ୍ଲାଗମାର୍ଚ୍ଚ କରାଯାଇଛି ।

author img

By

Published : Oct 15, 2019, 8:36 PM IST

Updated : Oct 16, 2019, 2:29 PM IST

ସୁରକ୍ଷାବ୍ୟବସ୍ଥା କଡାକଡି

ବରଗଡ: ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ । ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକିରହିଛି । ବିଜେଡ଼ି ଦଳର ମୁଖିଆ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ତତ୍ତ୍ବାବଧାନରେ ପୋଲିସ ଓ ସିଆରପିଏଫର ଫ୍ଲାଗମାର୍ଚ୍ଚ ହୋଇଥିଲା । ବିଜେପୁର ଥାନାରୁ ବାହାରି ସହର ପରିକ୍ରମା କରିଥିଲେ ପୋଲିସ ଓ ସିଆରପିଏଫ।

21ରେ ବିଜେପୁର ଉପନିର୍ବାଚନ ,ସୁରକ୍ଷାବ୍ୟବସ୍ଥା କଡାକଡି

ତେବେ ଏହି ଉପନିର୍ବାଚନକୁ ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ୧୧ଟି ସ୍ଥାନରେ ତନଖି କରାଯାଉଛି । ଏହାସହ ପୋଲିସ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Intro:ଅକ୍ଟୋବର ୨୧ ରେ ହେବାକୁ ଯାଉଛି ବରଗଡ ଜିଲା ବିଜେପୁର ଉପନିର୍ବାଚନ । ଆଉ ମାତ୍ର ୫ ଦିନ ବାକିରହିଛି ଉପନିର୍ବାଚନକୁ ଏବଂ ବିଜେଡ଼ି ଦଳର ମୁଖିଆ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ବିଜେପୁରକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଲେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ।

Body:ବରଗଡ଼ ଜିଲ୍ଲା ପୋଲିସ ଓ ସିଆରପିଏଫ ଯବାନ ମାନଙ୍କ ମିଳିତ ଫ୍ଲେକମାର୍ଚ୍ଚ ବିଜେପୁର ଥାନାରୁ ବାହାରି ସହର ପରିକ୍ରମା କରିଥିଲା । ତେବେ ଏହି ଉପର୍ନିବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳିତଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ୧୧ ଗୋଟି ସ୍ଥାନରେ ନାକାରେ ତନଖି କରାଯାଉଥିବା ବେଳେ ପୋଲିସ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ତେବେ ଆଜି ବିଜେପୁରରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କ ତତ୍ତ୍ବାବଧାନରେ ପୋଲିସ ଓ CRPFର ଫ୍ଲାଗମାର୍ଚ୍ଚରେ ହୋଇଥିଲା ।
ବାଇଟ ୧- ପଦ୍ମିନୀ ସାହୁ ( ବରଗଡ଼ ଏସପି)Conclusion:
Last Updated : Oct 16, 2019, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.