ETV Bharat / state

ଅଦିନିଆ ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ - ହତାଶ ଚାଷୀ

ଲକଡାଉନ ଯୋଗୁଁ ଚାଷୀ ଫସଲର ଯତ୍ନ ନେଇ ପାରୁନଥିବା ବେଳେ ଏସବୁର ବିକ୍ରି ନେଇ ଚିନ୍ତାରେ ଥିଲା । ଆଉ ଏଭଳି ସାଂଘାତିକ ସ୍ଥିତିରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀର ଅଣ୍ଟା ଭାଙ୍ଗିଦେଇଛି । ଅଧିକ ପଢନ୍ତୁ..

Heavy Rain Damages Crop In Bargarh
ଅଦିନିଆ ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ , ଚିନ୍ତାରେ ଚାଷୀ
author img

By

Published : Apr 23, 2020, 1:12 AM IST

Updated : Apr 23, 2020, 12:21 PM IST

ବରଗଡ: କୋରୋନା ସଙ୍କଟ ମଧ୍ୟରେ ଅଦିନିଆ ବର୍ଷା ଓ ପ୍ରବଳ କୁଆପଥର ମାଡରେ ବରଗଡ଼ର ଚାଷୀଙ୍କ ହତାସ । ଧାନ ଫସଲ ସବୁ ନଷ୍ଟ ହୋଇଥିଲା ବେଳେ ସବୁଜିମା ପନିପରିବା ଫସଲ ମଧ୍ୟ ମାଟିରେ ମିଶିଯାଇଛି ।

ଅଦିନିଆ ବର୍ଷା ଓ କୁଆପଥର ମାଡରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଲକଡାଉନ ଯୋଗୁଁ ଚାଷୀ ଫସଲର ଯତ୍ନ ନେଇ ପାରୁନଥିବା ବେଳେ ଏସବୁର ବିକ୍ରି ନେଇ ଚିନ୍ତାରେ ଥିଲା । ଆଉ ଏଭଳି ସାଂଘାତିକ ସ୍ଥିତିରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀର ଅଣ୍ଟା ଭାଙ୍ଗିଦେଇଛି ।

ଏବେ ଚାଷୀ କିପରି ପରିବାର ପ୍ରତିପୋଷଣ କରିବ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ଏବେ କେବଳ ସରକାରୀ ସହାୟତାକୁ ଭରସା ବୋଲି ଚାଷୀକୂଳ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 23, 2020, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.