ବରଗଡ଼ : ବରଗଡ଼ର 5ଟି ସ୍ଥାନରେ GST ବିଭାଗର ଚଢ଼ାଉ । ବରଗଡ଼ର ରାଇସ ବ୍ରାନ ଅଏଲ, ବାଲଗୋପାଳ ଫୁଡ ପ୍ରଡକ୍ଟସ, ଦେଓ ସେରାୱାଳୀ ଅଏଲ ଇଣ୍ଡଷ୍ଟ୍ରି, ଶ୍ରୀକ୍ରିଷ୍ଣା ସଲଭେଣ୍ଟ, ବୈସ୍ନୋଦେବୀ ଅଏଲ ଇଣ୍ଡଷ୍ଟ୍ରି, ବରଗଡ଼ ରାଇସ ମିଲ କଂସଲଟରିମ ଠାରେ ଏହି ଚଢ଼ାଉ ଏକକାଳୀନ ଜାରି ହୋଇଛି ।
ପ୍ରାୟ ୧୩୦ରୁ ଅଧିକ ରାଇସମିଲ ଓ ତେଲ ଉତ୍ପାଦନ ଇଣ୍ଡଷ୍ଟ୍ରି ରହିଥିବାବେଳେ GST ଫାଙ୍କୁଥିବା ଅଭିଯୋଗ ନେଇ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ