ETV Bharat / state

ଗଙ୍ଗେଇ ଗ୍ରାମରେ ହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ - ହାତୀ ମୃତ

ବରଗଡ ଅମ୍ବାଭୋନା ଥାନା ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ଏକ ହାତୀର ମୃତ୍ୟୁ ଘଟିଛି । ଜଙ୍ଗଲରେ ଥିବା ଧାନ କ୍ଷେତ ଭିତରେ ହାତୀଟିର ମୃତଦେହ ପଡି ରହିଛି ।

ELEPHANT DEAD AT BARAGARH
ହାତୀ ମୃତ, ବିଲ ଭିତରେ ପଡିଛି ମୃତ ଶରୀର
author img

By

Published : Dec 10, 2019, 2:23 PM IST

ବରଗଡ: ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ଏକ ହାତୀର ମୃତ୍ୟୁ ଘଟିଛି । ଜଙ୍ଗଲରେ ଥିବା ଧାନ କ୍ଷେତ ଭିତରେ ହାତୀଟିର ମୃତଦେହ ପଡି ରହିଛି । ମଙ୍ଗଳବାର ସକାଳେ ବିଲକୁ ଚାଷ କାମ କରିବାକୁ ଲୋକେ ଯାଇଥିବାବେଳେ ହାତୀଟି ମରି ପଡିଥିବା ଦେଖିଥିଲେ |

ବରଗଡ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ କରୁଥିବାବେଳେ ଅମ୍ବାଭୋନା ପୋଲିସ ମଧ୍ୟ ଗଙ୍ଗେଇ ଗ୍ରାମରେ ପହଞ୍ଚିଛନ୍ତି । ତେବେ ହାତୀଟି ଇଲେକ୍ଟ୍ରିକ କରେଣ୍ଟରେ ଲାଗି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି | ଏହି ଅଞ୍ଚଳରେ ଧାନ କ୍ଷେତ ଗୁଡିକୁ ହାତୀମାନେ ନଷ୍ଟ କରି ଦେଉଥିବାରୁ ଚାଷୀମାନେ ହାତୀ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ବିଲରେ ଇଲେକ୍ଟ୍ରିକ ତାର ବିଛାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାର ଅଧିକ ତଦନ୍ତ ପରେ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ଅମ୍ବଭୋନା ଥାନା ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ଏକ ହାତୀ ର ମୃତ୍ୟୁ ଘଟିଛି | ଜଙ୍ଗଲ ଅଞ୍ଚଳରେ ରହିଥିବା ଧାନ କ୍ଷେତ ଭିତରେ ହାତୀଟି ମରି ପଡିଥିବା ବେଳେ ଆଜି ସକାଳେ ବିଲକୁ ଚାଷ କାମ କରିବାକୁ ଲୋକେ ଯାଇଥିବା ବେଳେ ହାତୀଟି ମରିପଡିଥିବା ଦେଖିଥିଲେ |
Body:ବରଗଡ ବନଖଣ୍ଡ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅମ୍ବଭୋନା ପୋଲିସ ମଧ୍ୟ ଗଙ୍ଗେଇ ଗ୍ରାମକୁ ପହଞ୍ଚିଛନ୍ତି | ତେବେ ହାତୀଟି ଇଲେକ୍ଟ୍ରିକ କରେଣ୍ଟରେ ଲାଗି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି | ଏହି ଅଞ୍ଚଳରେ ଧାନ କ୍ଷେତ ଗୁଡିକୁ ହାତୀ ମାନେ ନଷ୍ଟ କରିଦେଉଥିବାରୁ ଚାଷୀ ମାନେ ହାତୀ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ବିଲରେ ଇଲେକ୍ଟ୍ରିକ ତାର ବିଛାଇଥିବା ଅନୁମାନ କରାଯାଉଛି | ତେବେ ଘଟଣାର ଅଧିକ ତଦନ୍ତ ପରେ ଜଣାପଡିବ |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.