ETV Bharat / state

୧୪ ଦଫା ଦାବି ନେଇ CDMOଙ୍କ କାର୍ଯ୍ୟାଳୟରେ ବିଜେପିର ବିକ୍ଷୋଭ

author img

By

Published : Jul 31, 2021, 12:23 PM IST

ପଶ୍ଚିମ ଓଡିଶା ତଥା ବରଗଡ଼ ଜିଲ୍ଲା ପ୍ରତି ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଏହାର ପ୍ରତିବାଦରେ ଗତକାଲି ଜିଲ୍ଲା ବିଜେପି CDMOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

୧୪ ଦଫା ଦାବି ନେଇ CDMOଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ବରଗଡ: 14 ଦଫା ଦାବି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନକଲା ବରଗଡ ଜିଲ୍ଲା ବିଜେପି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନରୁ ଜନସାଧାରଣଙ୍କୁ ଚିକିତ୍ସାରେ ଅବହେଳା କରିବା ସହ ବୁର୍ଲା ଭୀମସାରକୁ ମଧ୍ୟ ସରକାର ଅବହେଳା କରୁଛନ୍ତି । ଏହି ପରି ୧୪ ଦଫା ଦାବି ନେଇ ସ୍ଥାନୀୟ NH IB ରୁ ଏକ ପ୍ରତିବାଦ ରାଲି ବାହାରିଥିଲା । ଏହାପରେ CDMOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଜିଲ୍ଲା ବିଜେପି ।

ପୂର୍ବ ଓଡିଶାରେ ଏକମୋ ମେସିନ ଲଗାଗଲା ମାତ୍ର ପଶ୍ଚିମ ଓଡିଶାର ବଡ ଡାକ୍ତରଖାନା ମୁରଳାରେ କାହିଁକି ଏକମୋ ମେସିନ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ଜିଲ୍ଲା ବିଜେପି ଦଳ । ତେବେ କୋରୋନାର ତୃତୀୟ ଲହର ଆଗକୁ ଆସିବାକୁ ଥିବା ବେଳେ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ବ୍ୟାପକ ଅବହେଳା କରୁଥିବା ଅଭିଯୋଗ ଆଣିବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.