ETV Bharat / state

ବିଜେପୁର ପାଇଁ ବିଜେଡିର ଚକ୍ରବ୍ୟୁହ; ଦିଆଗଲା ଦାୟିତ୍ବ - ସୁଶାନ୍ତ ସିଂଙ୍କୁ ପୁରା ବିଜେପୁର ଭାର ଦିଆଯାଇଛି

ବିଜେପୁର ପାଇଁ ବିଜେଡିର ଉଚ୍ଚସ୍ତରୀୟ ବୈଠକ ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 26, 2019, 12:28 AM IST

ଭୁବନେଶ୍ବର: ବସିଲା ଉଚ୍ଚସ୍ତରୀୟ କମିଟି ବୈଠକ। ଚୂଡାନ୍ତ ହେଲା ପ୍ରାର୍ଥୀଙ୍କ ଠାରୁ ରଣନୀତି । ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ସିଟ ଥିବାରୁ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । ସାଧରଣ ନିର୍ବାଚନ ଠାରୁ ଅଧିକ ଭୋଟରେ ଜିତିବା ପାଇଁ ସୁପ୍ରିମୋଙ୍କ ନିର୍ଦେଶ ରହିଛି । ଏନେଇ ବରିଷ୍ଠ ନେତାଙ୍କୁ ନେଇ ଆଜି ନବୀନ ନିବାସରେ କସରତ କରିଥିଲା ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ଲକଓ ପଞ୍ଚାୟତରେ କିଏ ରହିବ ସେନେଇ ନିଷ୍ପତି ହୋଇଛି । ସୁଶାନ୍ତ ସିଂଙ୍କୁ ପୁରା ବିଜେପୁର ଭାର ଦିଆଯାଇଛି । ଏହାସହ ତାଙ୍କୁ ବିଜେପୁର ଏବଂ ଗାଇସିଲେଟ ବ୍ଲକରେ ମଧ୍ୟ ଫୋକସ କରିବାକୁ କୁହାଯାଇଛି । କଳିକେଶ ସିଂହଦେଓ ଗାଇସିଲେଟରେ ସୁଶାନ୍ତ ସିଂହଙ୍କୁ ସହଯୋଗ କରିବେ । ବିଜେପୁର ବ୍ଲକ ଦାୟିତ୍ବରେ ରହିବେ ଅରୁଣ ସାହୁ ।

ବରପାଲି ବ୍ଲକ ଦାୟିତ୍ବରେ ରହିବେ ସଞ୍ଜୟ ଦାସବର୍ମା ଏବଂ ନିରଞ୍ଜନ ପୂଜାରୀ । ସଞ୍ଜୟ ବରପାଲୀର ପାଞ୍ଚାୟତ କଥା ବୁଝିବେ । ଏବଂ ନିରଞ୍ଜନ ପୂଜାରୀଙ୍କୁ ମୁନସିପାଲିଟି ଦାୟୀତ୍ବ ଦିଆଯାଇଛି ।

ଭୁବନେଶ୍ବରର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବସିଲା ଉଚ୍ଚସ୍ତରୀୟ କମିଟି ବୈଠକ। ଚୁଡାନ୍ତ ହେଲା ପ୍ରାର୍ଥୀଙ୍କ ଠାରୁ ରଣନୀତି। ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ସିଟ ଥିବାରୁ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ସାଧରଣ ନିର୍ବାଚନ ଠାରୁ ଅଧିକ ଭୋଟରେ ଜିତିବା ପାଇଁ ସୁପ୍ରିମୋଙ୍କ ନିର୍ଦେଶ ରହିଛି। ଏ ନେଇ ବରିଷ୍ଠ ନେତାଙ୍କୁ ନେଇ ଆଜିସ ନବୀନ ନିବାସରେ କସରତ କରିଥିଲା ବିଜେଡି। ବ୍ଲକ ଓ ପଞ୍ଚାୟତରେ କିଏ ରହିବ ସେ ନେଇ ନିଷ୍ପତି ହୋଇଛି। ସୁଶାନ୍ତ ସିଂଙ୍କୁ ପୁରା ବିଜେପୁର ଭାର ଦିଆଯାଇଛି। କିନ୍ତୁ ତାଙ୍କୁ ବିଜେପୁର ଏବଂ ଗାଇସିଲେଟ ବ୍ଲକରେ ଫୋକସ କରିବାକୁ କୁହାଯାଇଛି। କଳିକେଶ ସିଂହ ଦେଓ ଗାଇସିଲେଟରେ ସୁଶାନ୍ତ ସିଂହଙ୍କୁ ସହଯୋଗ କରିବେ। ବିଜେପୁର ବ୍ଲକ ଦାୟୀତ୍ବ ଅରୁଣ ସାହୁଙ୍କୁ ଦିଆଯାଇଛି। ବରପାଲି ବ୍ଲକ ଦାୟତ୍ବରେ ଅଛନ୍ତି ସଞ୍ଜୟ ଦାସବର୍ମା ଏବଂ ନିରଞ୍ଜନ ପୂଜାରୀ। ସଞ୍ଜୟ ବରପାଲୀର ପାଞ୍ଚାୟତ କଥା ବିଝୁବେ ଏବଂ ନିରଞ୍ଜନ ପୁଜାରୀଙ୍କୁ ମୁନ୍ୟୁସିପାଲିଟି ଦାୟୀତ୍ବରେ ରହିବେ। ଏପଟେ ରିତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ମନବଳାଇଥିବାବେଳେ ଆଉ କିଛି ନୂଆ ମୁହଁଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦିନେଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ଆସନ୍ତ ୩୦ ତାରିଖ ବିଜେଡି ନାମାଙ୍କନ ପତ୍ର ଦାଖଲ କରିବ।

Body:ବାଇଟ- ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଜେଡି ନେତାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.