ETV Bharat / state

ବିଜେପୁରରେ ଭୋଟ ଦେଲେ ଶତାୟୁ ବୃଦ୍ଧା

କିଏ ହେବ ବିଜେପୁର ବାଜିଗର .... ଜନତା ନିର୍ଦ୍ଧାରଣ କରୁଛନ୍ତି ତାଙ୍କର ପ୍ରତିନିଧି ଆଉ ଏଥିରେ ସାମିଲ ହୋଇଛନ୍ତି ଜଣେ ଶହେ ବର୍ଷିୟା ବୃଦ୍ଧା ।

author img

By

Published : Oct 21, 2019, 12:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ନିଜ ପ୍ରତିନିଧି ବାଛିବା ପାଇଁ ସମସ୍ତ ଭୋଟର ଲମ୍ବା ଲାଇନରେ ଆସି ଭୋଟ ଦେଉଛନ୍ତି । ଯଦିଓ ସାଧାରଣ ନିର୍ବାଚନ ବେଳେ ଯେଉଁ ଉତ୍ସାହ ଥିଲା ଏବେ ସେହି ଉତ୍ସାହ ନାହିଁ କିନ୍ତୁ ଜଣେ ଶହେ ବର୍ଷିୟ ବୃଦ୍ଧା ଭୋଟ କେନ୍ଦ୍ରକୁ ଆସି ନିଜ ମୌଳିକ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ଲୋଚନା ନାଏକ । ଲୋଚନା ବରପାଲି ବ୍ଲକସ୍ଥିତ ଆଗଲପୁର ବୁଥକୁ ଆସି ଭୋଟ ଦେଇଛନ୍ତି ।

Intro:ଆରମ୍ଭ ହୋଇଯାଇଛି ବିଜେପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଏବଂ ସକାଳ ୭ ଟାରୁ ସାନ୍ଧ୍ୟ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । Body:ତେବେ ବିଜେପୁର ବ୍ଳକ ମାନପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ୯୮ ନମ୍ବର ବୁଥ୍ ରେ ମତଦାନ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଳିପ ପଣ୍ଡା । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.