ETV Bharat / state

କୋରୋନା ସହାୟତା: ସରକାରଙ୍କୁ ୫ ହଜାର ଦାନ କଲେ ବରଗଡର ଚାଷୀ - A farmer from Bargarh donated Rs 5,000

କୋରୋନା ମହାମାରୀକୁ ନେଇ ଲକଡାଉନ ଜାରିରହିଥିବା ବେଳେ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ସମୟରେ ବରଗଡର ଚାଷୀଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ମଧ୍ୟ ଜଣେ ଚାଷୀ ନିଜର ତିନି ମାସର ପାରିଶ୍ରମିକ ଉପାର୍ଜିତ ଅର୍ଥରୁ ସରକାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆହୁରି ପଢନ୍ତୁ ...

କୋରୋନା ସହାୟତା: ସରକାରଙ୍କୁ ୫ ହଜାର ଦାନ କଲେ ବରଗଡର ଚାଷୀ
କରୋନା ସହାୟତା : ସରକାରଙ୍କୁ ୫ ହଜାର ଦାନ କଲେ ବରଗଡର ଜଣେ ଚାଷୀ
author img

By

Published : Apr 15, 2020, 8:30 PM IST

ବରଗଡ: ଲକଡାଉନ ସମୟରେ ବରଗଡର ଚାଷୀଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ମଧ୍ୟ ଜଣେ ଚାଷୀ ନିଜର ତିନି ମାସର ପାରିଶ୍ରମିକ ଉପାର୍ଜିତ ଅର୍ଥରୁ ସରକାରଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

A farmer from Bargarh donated Rs 5,000 to the government
କରୋନା ସହାୟତା : ସରକାରଙ୍କୁ ୫ ହଜାର ଦାନ କଲେ ବରଗଡର ଜଣେ ଚାଷୀ

ସରକାର ଚାଷୀଙ୍କୁ କୌଣସି ପ୍ରକାରର ସହାୟତା ପ୍ରଦାନ କରିନଥିବା ବେଳେ ଚାଷୀଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଛି, ମାତ୍ର ଏପରି ପରିସ୍ଥିତିରେ ମଧ୍ୟ ବରଗଡର ଜଣେ ଚାଷୀଙ୍କ ସରକାରଙ୍କୁ ଆର୍ଥିକ ସହାୟତା ମନୋବୃତ୍ତି ଅନ୍ୟ ବଡ ବଡ ଚାଷୀଙ୍କ ପାଇଁ ଏକ ଉଦାହରଣ ସାଜିଛି ।

କୋରୋନା ମହାମାରୀକୁ ନେଇ ଲକଡାଉନ ଜାରିରହିଥିବା ବେଳେ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଅନ୍ୟପଟେ ସରକାର ଗରିବ ଦିନମଜୁରିଆ ତଥା କଳାକାର ଓ ବିଭିନ୍ନ ହିତାଧିକାରୀମାନଙ୍କୁ ଖାଇବାକୁ ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

କିନ୍ତୁ ରାଜ୍ୟର ଛୋଟ ଛୋଟ ଚାଷୀମାନଙ୍କ ପାଇଁ କୌଣସି ସହାୟତା ପ୍ରଦାନ କରିନାହାନ୍ତି । ତଥାପି ମଧ୍ୟ ବରଗଡ ଜିଲ୍ଲା ବରାହଗୁଡା ଗ୍ରାମର ଜଣେ ଚାଷୀ ଏକାଦଶିଆ ସାହୁ ନିଜର କଷ୍ଟ ଉପାର୍ଜିତ ଅର୍ଥରୁ ୫ ହଜାର ଟଙ୍କାର ସହାୟତା ରାଶି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

ବରଗଡରୁ ରାଜେଶ ସରପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.