ETV Bharat / state

ପୋଲିସକୁ ମିଳିଲା ସଫଳତା, ନିଶା ବେପାରୀ ଗିରଫ

ପୋଲିସକୁ ମିଳିଲା ସଫଳତା ।  ନିଶା ବ୍ୟବସାୟୀଙ୍କୁ ଗିରଫ କଲା ପଦ୍ମପୁର ପୋଲିସ । ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ନିଶା ଟାବଲେଟ ସହ ନଗଦ ୧୦,୮୭୦ ଟଙ୍କା ଜବତ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ
author img

By

Published : Jun 22, 2019, 5:00 AM IST

ବରଗଡ : ପଦ୍ମପୁରରେ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ ଅଣ୍ଟାଭିଡିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଚଢାଉ ବେଳେ ଜଣେ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଏହି ଚଢାଉ ଦଳରେ ପଦ୍ମପୁର ଥାନା ଅଧିକାରୀ ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ସବଇନ୍ସପେକ୍ଟର ଆର.କେ ହେମ୍ରମ,ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ବେହେରା,ହାବିଲଦାର ପି.ଏନ ସାହୁ, ପ୍ରମୁଖ ରହିଛନ୍ତି ।

ପଦ୍ମପୁର ଛତିଶଗଡ ରାସ୍ତାରେ ଥିବା ଜଟିଆ ବନ୍ଦ ନାମକ ଏକ ଜାଗାରେ ଚଢାଉ କରି ସୋମନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଏହାସହ ଏକ ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ନିଶା ଟାବଲେଟ ସହ ନଗଦ ୧୦,୮୭୦ ଟଙ୍କା ଜବତ କରାଯାଇଛି । ପଦ୍ମପୁର ଅଞ୍ଚଳକୁ ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରଚୁର ମାତ୍ରାରେ ନିଶା ଦ୍ରବ୍ୟ ବିକ୍ରି ହେଉଛି । ପୋଲିସର କରିଦେଇଛନ୍ତି ନିଶା ବେପାରୀ |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

||ବରଗଡ ||
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଦୀର୍ଘ ଦିନ ହେଲା ଚାଲିଛି ବେଆଇନ ନିଶା କାରବାର | ପଦ୍ମପୁର ଅଞ୍ଚଳକୁ ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରଚୁର ମାତ୍ରାରେ ନିଶା ଦ୍ରବ୍ୟ ବିକ୍ରି ପାଇଁ କାରବାର ଚାଲୁଥିବା ବେଳେ ପୋଲିସ ର ନାକେ ଦମ କରିଦେଇଛନ୍ତି ନିଶା ବ୍ୟାପାରୀ | ପୋଲିସର ଯେତେ ଧରପଗଡ ହେଲେ ମଧ୍ୟ ବାରମ୍ବାର ନିଶା କାରବାର ଚାଲୁରହିଛି ପଦ୍ମପୁର ଅଞ୍ଚଳରେ | ତେବେ ପଦ୍ମପୁର ରେ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ ଅଣ୍ଟାଭିଡିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ  ପୋଲିସକୁ ମିଳିପାରିଛି ଆଉଏକ ସଫଳତା |ପଦ୍ମପୁର ଥାନା ଅଧିକାରୀ ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ସବଇନ୍ସପେକ୍ଟର ଆର.କେ ହେମ୍ରମ,ଆସିଷ୍ଟାଂଟ ସବଇନ୍ସପେକ୍ଟର ବେହେରା,ହାବିଲଦାର ପି.ଏନ ସାହୁ, ପ୍ରମୁଖ ପଦ୍ମପୁର ଛତିଶଗଡ ରାସ୍ତାରେ ଥିବା ଜଟିଆ ବନ୍ଦ ନାମକ ଏକ ଜାଗାରେ ଚଢାଉ କରି ସୋମନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଏକ ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ନିଶା ଟେବଲେଟ ସହ ନଗଦ ୧୦୮୭୦ଟଙ୍କା ଜବତ କରାଯାଇଛି |
 ଭିଡିଓ FTP ରେ ଯାଇଛି |
 slug- odbgh_padampurpolice_7203682

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.