ETV Bharat / state

ଫେଲ ମାରିଲା ଚୋରି ଉଦ୍ୟମ, ଚୋରକୁ ଧରି ପକାଇ ନିସ୍ତୁକ ମାଡ ମାରିଲେ ଲୋକେ

ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରି ନେଲେ ଲୋକେ । ଦେଲେ ଉତ୍ତମ-ମଧ୍ୟମ । ଅଧିକ ପଢ଼ନ୍ତୁ

author img

By

Published : May 29, 2022, 10:15 AM IST

ବାଇକ ଚୋରି ଉଦ୍ୟମ ବେଳେ ଯୁବକକୁ ମାଡ଼
ବାଇକ ଚୋରି ଉଦ୍ୟମ ବେଳେ ଯୁବକକୁ ମାଡ଼

ବାଲେଶ୍ୱର: ବାଇକ ଚୋରି ପାଇଁ ପ୍ରୟାସ କରିବା ବେଳକୁ ଜାଣିଦେଲେ ଲୋକେ । ସଂପୃକ୍ତ ଯୁବକର ହାତବାନ୍ଧି ବହେ ଛେଚିବା ପରେ ପୋଲିସ ଜିମା ଦେଲେ । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଟାଉନ ଥାନା କାଳୀ ମନ୍ଦିର ନିକଟରେ । କାଳୀ ମନ୍ଦିର ନିକଟରେ ଜନ ଗହଳିର ସୁଯୋଗ ନେଇ ଜଣେ ଯୁବକ ଏକ ବାଇକରେ ଚାବି ପୁରାଇ ଷ୍ଟାର୍ଟ ମାରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ କିଛି ଲୋକଙ୍କ ସନ୍ଦେହ ହେବାରୁ ସେମାନେ ସମ୍ପୃକ୍ତ ଯୁବକକୁ ଗାଡି କାହାର ବୋଲି ପଚାରିବାରୁ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଲୋକମାନେ ଯୁବକକୁ କାବୁ କରିବା ପରେ ତା ନିକଟରୁ ଅନେକ ଗୁଡିଏ ନକଲି ଚାବି ମିଳିଥିଲା । ଏହାପରେ ଲୋକମାନେ ତାକୁ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିବା ସହ ଥାନାର ଜିମା ଦେଇଛନ୍ତି ।

ବାଇକ ଚୋରି ଉଦ୍ୟମ ବେଳେ ଯୁବକକୁ ମାଡ଼

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.