ETV Bharat / state

ମହିଳା ବ୍ରାଉନସୁଗାର ବେପାରୀ ଗିରଫ - ମହିଳା ବ୍ରାଉନସୁଗର ବେପାରୀ

ଧଳା ଜହର କାରବାର କରୁଥିବା ନେଇ ଜଣେ ମହିଳା ବେପାରୀଙ୍କୁ ଗିରଫ । ଅଧିକ ପଢନ୍ତୁ...

ମହିଳା ବ୍ରାଉନସୁଗର ବେପାରୀ ଗିରଫ
ମହିଳା ବ୍ରାଉନସୁଗର ବେପାରୀ ଗିରଫ
author img

By

Published : Jul 18, 2021, 10:34 AM IST

ବାଲେଶ୍ଵର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲିଗିଛି ଧଳାଜହରର କାରବାର । ଧଳା ଜହର କାରବାର କରୁଥିବା ନେଇ ଜଣେ ମହିଳା ବେପାରୀଙ୍କୁ ଗିରଫ କରାଯାଇଛି । ବାଲେଶ୍ଵର ସହଦେଵ ଖୁଣ୍ଟା ଥାନା ପୋଲିସ ଜଣେ ମହିଳାଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅରଡ ବଜାର ଅଞ୍ଚଳର ମଞ୍ଜୁ ଦାସ ।

ମହିଳା ବ୍ରାଉନସୁଗର ବେପାରୀ ଗିରଫ

ମହିଳାଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୧୭୧୦ ଟଙ୍କା ଜବତ କରିଛି ପୋଲିସ । ଦୀର୍ଘ ଦିନ ହେବ ମହିଳା ଜଣଙ୍କ ଚୋରାରେ ବ୍ରାଉନସୁଗାର କାରବାର କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସହଦେବ ଖୁଣ୍ଟା ଥାନା ପୋଲିସ ରେଲୱେ ଟ୍ରାକ ନିକଟରୁ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ବାଲେଶ୍ଵର ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.