ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Jun 30, 2020, 9:54 PM IST

କ୍ବାରେଣ୍ଟାଇନ ସେଣ୍ଟରର ଆତ୍ମହତ୍ୟା କରିଛନ୍ତି ମହିଳା । ଜୟରାମପୁର ଗାଁରେ ଥିବା ଏକ ସେଣ୍ଟରରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ...

କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବାଲେଶ୍ଵର: ଜିଲ୍ଲାର ଭୋଗରାଇ ବ୍ଲକରେ ଅଘଟଣ । କ୍ବାରେଣ୍ଟାଇନ ସେଣ୍ଟରର ଆତ୍ମହତ୍ୟା କରିଛନ୍ତି ମହିଳା । ଜୟରାମପୁର ଗାଁରେ ଥିବା ଏକ ସେଣ୍ଟରରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ରବୀନ୍ଦ୍ର ଭୋଳଙ୍କ ପତ୍ନୀ ଗତ 20 ତାରିଖରେ ହାଇଦ୍ରାବାଦରୁ ଆସି କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ସେଣ୍ଟରର ବାଥରୁମ ପଛପଟୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଦାୟିତ୍ୱରେ ଥିବା ଅଧିକାରୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।ଏହାପରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମହିଳାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.