ETV Bharat / state

Balasore Road Accident: ଲୋକଙ୍କ ଉପରେ ଚଢିଗଲା କାର, 2 ମୃତ ଦୁଇ ଗୁରୁତର - two killed in road mishap in Balasore

ବାଲେଶ୍ଵର ଜିଲ୍ଲାର ୫୭ ନମ୍ବର ରାଜ୍ଯ ରାଜପଥ ନଗୁଁଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

Balasore Accident: ଦଳେ ଲୋକଙ୍କ ଉପରେ ଚଢିଗଲା କାର

author img

By

Published : Dec 27, 2021, 6:51 PM IST

ବାଲେଶ୍ଵର: ଜିଲ୍ଲାର ୫୭ ନମ୍ବର ରାଜ୍ଯ ରାଜପଥ ନଗୁଁଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ନଗୁଁଆ ଛକ ନିକଟ ରାସ୍ତା କଡରେ ଛିଡା ହୋଇଥିବା ଦଳେ ଲୋକଙ୍କ ଉପରେ ଚନ୍ଦନେଶ୍ଵର ଆଡୁ ଆସୁଥିବା ଏକ କାର ଚଢିଥିଲା ।

Balasore Accident: ଦଳେ ଲୋକଙ୍କ ଉପରେ ଚଢିଗଲା କାର

ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ଗୁରୁତର ମାନଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିବା ସହିତ ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଥିଲା । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.