ETV Bharat / state

ପ୍ରବାସୀଙ୍କୁ ସହାୟତା ଦାବି ନେଇ ଶ୍ରମିକ ସଙ୍ଗଠନର ପ୍ରତିବାଦ

author img

By

Published : May 22, 2020, 1:04 PM IST

ପ୍ରବାସୀମାନେ ଆସି ଓଡିଶାରେ ପହଞ୍ଚିଛନ୍ତି ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି । ଫକୀରମୋହନ ଗୋଲେଇ ଠାରୁ ଷ୍ଟେସନ ଛକ ଯାଏଁ ସାମାଜିକ ଦୂରତା ବଜାୟ ରଖି ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଯାଇଥିଲେ ।

withdrawal-of-labor-law-changes-trade-unions

ବାଲେଶ୍ବର: ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି ନେଇ ପ୍ରତିବାଦ କରାଯାଇଛି । ଫକୀରମୋହନ ଗୋଲେଇ ଠାରୁ ଷ୍ଟେସନ ଛକ ଯାଏଁ ସାମାଜିକ ଦୂରତା ବଜାୟ ରଖି ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଯାଇଥିଲେ । ଶ୍ରମ ଆଇନ ପରିବର୍ତ୍ତନ ପ୍ରତ୍ୟାହାର କରିବା ସହ 12 ଘଣ୍ଟିଆ କାର୍ଯ୍ୟକୁ ପ୍ରତ୍ୟାହାର କରି 8 ଘଣ୍ଟା ଲାଗୁ କରିବା ପାଇଁ ଦାବି ହୋଇଛି ।

ପ୍ରବାସୀଙ୍କୁ ସହାୟତା ଦାବି ନେଇ ଶ୍ରମିକ ସଙ୍ଗଠନର ପ୍ରତିବାଦ

ଏହାସହ ଯେଉଁ ପ୍ରବାସୀମାନେ ଆସି ଓଡିଶାରେ ପହଞ୍ଚିଛନ୍ତି ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.