ETV Bharat / state

ଫେସବୁକ ପ୍ରେମରେ ପଡିଲା ହାତଗଣ୍ଠି

ଫେସବୁକରେ ସମ୍ପର୍କ ବଢିବା ପରେ ଫୋନ ନମ୍ବର ଓ ଦେଖା ସାକ୍ଷାତ । ହେଲେ ଦେଖା କରିବାକୁ ଆସି ସିଧା ବିବାହ ବେଦୀରେ ବସିଛନ୍ତି ପ୍ରେମିକ ଓ ପ୍ରେମିକା । ଏମିତି ଘଟଣା ଘଟିଛି ସୋର ଥାନା ଅଧିନ ମଣିପୁର ପଞ୍ଚାୟତ ଗଲୁଣିଆ ଗ୍ରାମରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 13, 2019, 5:53 PM IST

ବାଲେଶ୍ବର: ପ୍ରଥମେ ପ୍ରେମ ଆରମ୍ଭ ହେଲା ସୋସିଆଲ ମିଡିଆ ଫେସବୁକରେ । ଫେସବୁକରେ ସମ୍ପର୍କ ବଢିବା ପରେ ଫୋନ ନମ୍ବର ଓ ଦେଖା ସାକ୍ଷାତ । ହେଲେ ଦେଖା କରିବାକୁ ଆସି ସିଧା ବିବାହ ବେଦୀରେ ବସିଛନ୍ତି ପ୍ରେମିକ ଓ ପ୍ରେମିକା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏମିତି ଘଟଣା ଘଟିଛି ସୋର ଥାନା ଅଧିନ ମଣିପୁର ପଞ୍ଚାୟତ ଗଲୁଣିଆ ଗ୍ରାମରେ । ସେହି ଗାଁର ଝିଅକୁ ବାବୁପାଟଣା ଗାଁର ଜଣେ ପୁଅ ଫେସବୁକ ଜରିଆରେ ପ୍ରେମ କରି ବସିଥିଲା । ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାରୁ ପ୍ରେମିକ ଦେଖା କରିବା ପାଇଁ ପ୍ରେମିକାର ଘରକୁ ଆସିଥିଲା । ଘରେ କେହି ନଥିବାରୁ ଦୁଇଜଣ ଘର ଭିତରେ କବାଟ ବନ୍ଦ କରି ରହିଥିଲେ । ଏତିକି ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ଉଭୟଙ୍କ ବାହାଘର କରାଇ ଦେଇଥିଲେ।

ଉଭୟ ସାବାଳକ ହୋଇଥିବାରୁ ସେମାନଙ୍କର କୋର୍ଟମ୍ୟାରେଜ କରାଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଫେସବୁକ ପ୍ରେମରେ ପଡିଛି ହାତଗଣ୍ଠି। ଫେସବୁକରେ ସମ୍ପର୍କ ବଢିବା ପରେ ଫୋନ ନମ୍ବର ଓ ଦେଖା ସାକ୍ଷାତ। ଶେଷରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ପ୍ରେମିକ ସହ ଗ୍ରାମବାସୀ ବାହାଘର କରାଇଥିବା ଦେଖିବାକୁ ମିଳିଛି। ଏମିତି ଘଟଣା ଘଟିଛି ସୋର ଥାନା ଅଧିନ ମଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ।

ଗଲୁଣିଆ ଗ୍ରାମର ଝିଅକୁ ବାବୁପାଟଣା ଗ୍ରାମର ପୁଅ ଫେସବୁକ ଜରିଆରେ ପ୍ରେମ କରି ବସିଥିଲେ। ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାରୁ ପ୍ରେମିକ ଦେଖା କରିବା ପାଇଁ ପ୍ରେମିକାର ଘରକୁ ଆସିଥିଲେ। ଘରେ କେହି ନଥିବାରୁ ଦୁଇଜଣ ଘର ଭିତରେ କବାଟ ବନ୍ଦ କରିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ଉଭୟଙ୍କ ବାହାଘର କରାଇଥିଲେ। ଉଭୟ ସାବାଳକ ହୋଇଥିବାରୁ ସେମାନଙ୍କର କୋର୍ଟମ୍ୟାରେଜ କରାଯାଇଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.