ETV Bharat / state

ଡାକ୍ତରଙ୍କ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଧାରଣା

author img

By

Published : Oct 19, 2019, 3:21 PM IST

ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।

ଡାକ୍ତରଙ୍କ ନିଯୁକ୍ତି ଦାବିରେ ଧାରଣା ଦେଲେ ଗ୍ରାମବାସୀ

ବାଲେଶ୍ବର: ଗାଁରେ ଅଛି ଖଣ୍ଡେ ଡାକ୍ତରଖାନା ହେଲେ ନାହାଁନ୍ତି ଡାକ୍ତର । ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନରୁ କୌଣସି ଡାକ୍ତରଙ୍କ ନିଯୁକ୍ତି ହୋଇନାହିଁ । ଫଳରେ ଶନିବାର ଉତ୍ତ୍ୟକ୍ତ ଗ୍ରାମବାସୀ ଡାକ୍ତରଖାନାରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।

ଡାକ୍ତରଙ୍କ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଧାରଣା

ତେବେ ୧୫ଟି ଗ୍ରାମର ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଜଣେ ହେଲେବି ସ୍ଥାୟୀ ଡାକ୍ତର ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ଏ ଅସୁବିଧା ସମ୍ପର୍କରେ ବାରମ୍ବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ କାର୍ଯ୍ୟରତ ଏଏନଏମଙ୍କ ବଦଳି ଦାବି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲା ବାହାନଗା ବ୍ଲକ ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ନେଇ ସ୍ଥାନୀୟ ବାସିନ୍ଦା ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ଡାକ୍ତରଖାନାରେ ଡାକ୍ତରନଥିବାରୁ ଉତ୍ୟକ୍ତ ଲୋକେ ଡାକ୍ତରଖାନାରେ ତାଲା ପକାଇ ଦେଇ ଧାରଣାରେ ବସିଛନ୍ତି। ୧୫ଟି ଗ୍ରାମର ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଜଣେ ହେଲେବି ସ୍ଥାୟୀ ଡାକ୍ତର ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ଅସୁବିଧା ସମ୍ପର୍କରେ ବାରମ୍ବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି। ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ କାର୍ଯ୍ୟରତ ଏଏନଏମଙ୍କ ବଦଳି ଦାବି କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.