ETV Bharat / state

ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢାଉ - vigilance raid in panchayat office

ପଞ୍ଚାୟତ ଅଫିସରେ ଭିଜିଲାନ୍ସ ରେଡ । ସାଧାରଣ ଲୋକଙ୍କ ଟଙ୍କାକୁ ବଡବଡିଆ ବାବୁଙ୍କ ଆତ୍ମସାତ ଖବର ପରେ ଏହି ଚଢ଼ାଉ କରାଯାଇ ବହୁ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 29, 2019, 8:12 PM IST

ବାଲେଶ୍ବର: ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମାଟିଆଳି ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ତେବେ ୨୦୦୮-୦୯ ମସିହାରେ ସାଧାରଣ ଲୋକଙ୍କ ଇନ୍ଦିରା ଆବାସ ଟଙ୍କା ବଡବଡିଆ ଅଧିକାରୀଙ୍କ ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ସାମିଲ ନକରିବା ଯୋଗୁଁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଉକ୍ତ ପଞ୍ଚାୟତରେ ବେଆଇନ ଭାବେ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଯନ୍ତ୍ରୀ ଯାଏ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ ହୋଇଛି।

ଲାଞ୍ଚୁଆ ଅଧୀକାରିଙ୍କ କଳା କାରନାମାର ପର୍ଦ୍ଦାଫାଶ କରିବାକୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଆଜି ଏହି ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମାଟିଆଳି ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି।

Body:ସୂଚନା ଅନୁସାରେ, ୨୦୦୮-୦୯ ମସିହାରେ ପଞ୍ଚାୟତରେ ବହୁ ଇନ୍ଦିରାବାସ ଘର ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ସାମିଲ ନ କରିବା ଯୋଗୁଁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଥିଲା।ସେହିପରି ଉକ୍ତ ପଞ୍ଚାୟତରେ ବେଆଇନ ଭାବେ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଯନ୍ତ୍ରୀ ଯାଏ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଆଜି ଏହି ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.