ETV Bharat / state

ରେଳ ଲାଇନ କାମବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର

ରୁପ୍ସା ରେଳ ଷ୍ଟେସନ ନିକଟରେ ଅଘଟଣ । ରେଳ ଲାଇନ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର । ଅଧିକ ପଢନ୍ତୁ...

ରେଳ ଲାଇନ କାମ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର

author img

By

Published : Dec 22, 2020, 3:28 PM IST

ବାଲେଶ୍ବର: ରୁପ୍ସା ରେଳ ଷ୍ଟେସନ ନିକଟରେ ଅଘଟଣ । ରେଳ ଲାଇନ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତେବେ ରୁପ୍ସାରୁ ବାଙ୍ଗିରିପୋଷି ଆଡକୁ ଯାଇଥିବା ରେଳ ଲାଇନ ପଟେ ଠିକାଦାର 6ଜଣ ଶ୍ରମିକଙ୍କୁ ନେଇ ଖୁଣ୍ଟ ପୋତା କାମ କରୁଥିବାବେଳେ ଖୁଣ୍ଟଟି ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଶ୍ରମିକ ।

ରେଳ ଲାଇନ କାମ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର

ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ରୁପ୍ସା ମେଡିକାଲ ନିଆଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ଦୁଇଜଣ ଶ୍ରମିକ ପବନ କୁମାର ଓ ଲାଲଟୁ କୁମାର ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.