ETV Bharat / state

ଦୁଇ ଆନ୍ତଃରାଜ୍ୟ ଡକାୟତ ଗିରଫ - ଦୁଇ ଆନ୍ତଃରାଜ୍ୟ ଡକାୟତ ଗିରଫ

ବାଲେଶ୍ଵର ଜିଲ୍ଲା ବସ୍ତା ପୋଲିସ ଦ୍ୱାରା ଦୁଇ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ 84ଟି ବ୍ୟାଟେରୀ ଓ ଏକ ବାଇକ ଜବତ କରାଯାଇଛି । ଅଧିକ ପଢନ୍ତୁ...

two-robbery-arrested-in-Balasore
ଦୁଇ ଆନ୍ତଃରାଜ୍ୟ ଡକାୟତ ଗିରଫ
author img

By

Published : Jun 15, 2021, 5:34 PM IST

ବାଲେଶ୍ଵର: ଜିଲ୍ଲା ବସ୍ତା ପୋଲିସ ଦ୍ୱାରା ଦୁଇ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ 84ଟି ବ୍ୟାଟେରୀ ଓ ଏକ ବାଇକ ଜବତ କରାଯାଇଛି ।

ଦୁଇ ଆନ୍ତଃରାଜ୍ୟ ଡକାୟତ ଗିରଫ
ସୂଚନା ଅନୁସାରେ, ଗାନ୍ଧିଛକରେ ଥିବା ମହମ୍ମଦ ରଫିକଙ୍କ ବ୍ୟାଟେରୀ ଦୋକାନରୁ ଗତ ମେ 25 ତାରିଖରେ ବ୍ୟାଟେରୀ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବସ୍ତା ପୋଲିସ ସୋମବାର ରାତିରେ ସହଦେବଖୁଣ୍ଟା ଥାନା ଅରଡ଼ ବଜାର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଗିରଫ କରିବା ସହ 84 ଟି ବ୍ୟାଟେରୀ ସହ ଗୋଟିଏ ବାଇକ ମଧ୍ୟ ଜବତ କରିଛି ।

ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.