ETV Bharat / state

ଗହଣା ଲୁଟ୍ କରି ଧରାପଡିଲେ 2 ଲୁଟେରା

author img

By

Published : Jun 24, 2019, 7:39 PM IST

Updated : Jun 24, 2019, 8:09 PM IST

ଗହଣା ଲୁଟ୍ କରି ଖସି ପଳାଉଥିବାବେଳେ ଧରାପଡିଲେ ଦୁଇ ଲୁଟେରା । ବାଲେଶ୍ବର ବାଲିଆପାଳ ଥାନା କାଳିପଦା ବଜାରରେ ଗହଣା ଦୋକାନୀକୁ ଲୁଟ କରୁଥିବାବେଳେ ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ ଧରିଛନ୍ତି ୲

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଗହଣା ଲୁଟ୍ କରି ଚମ୍ପଟ ମାରୁଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଲେ ଦୁଇ ଲୁଟେରା । ଗତ ରବିବାର ରାତି 10ଟାରେ ବାଲିଆପାଳ ଥାନା କାଳିପଦା ବଜାରରେ ଗହଣା ଦୋକାନୀକୁ ଲୁଟ କରୁଥିବାବେଳେ ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ ଧରିଛନ୍ତି ୲

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ପ୍ରଫୁଲ୍ଲ କାମିଳା କାଳିପଦା ବଜାରରେ ଥିବା ଗହଣା ଦୋକାନ ବନ୍ଦ କରି ଦୋକାନରେ ଚାବି ପକାଉଥିବାବେଳେ ପାଖରେ ରଖିଥିବା ଗହଣା ଭର୍ତ୍ତି ଆଟାଜକୁ ଦୁଇ ଜଣ ଲୁଟେରା ଝାମ୍ପି ନେଇଥିଲେ ।

ଏହାଦେଖି ବଜାରରେ ଥିବା ଅନ୍ୟ ଦୋକାନୀ ଓ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ । ଲୁଟେରାଙ୍କୁ ଧରିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ମାଡ ମାରିବା ସହ ଦଉଡିରେ ବାନ୍ଧି ପୋଲିସକୁ ହସ୍ତାନ୍ତର କରିଥିଲେ । ଏଥିସହ ଲୁଟେରାଙ୍କ ଠାରୁ ଗହଣା ଭର୍ତ୍ତି ଆଟାଜକୁ ଆଣିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro: ରାତି 10ଟା ରେ ବାଲିଆପାଳ ଥାନା କାଳିପଦା ବଜାରରେ ଗହଣା ଦୋକାନୀକୁ ଲୁଟ କରୁଥିବା ବେଳେ ଧରାପଡିଲେ ଦୁଇ ଲୁଟେରା ୲ ଲୁଟେରାଙ୍କୁ ବାନ୍ଧି ସ୍ଥାନୀୟ ଲୋକେ ଧୂମ ଛେଚିଲେ ୲ ଏହାପରେ ଦଉଡିରେ ବାନ୍ଧି ଘୋଷାରି ଘୋଷାରି ପୋଲିସରେ ଜିମା ଦେଇଥିବା ଜଣାପଡିଛି।

Body:ଗତ ରାତିରେ ପ୍ରଫୁଲ୍ଲ କାମିଳା କାଳିପଦା ବଜାରରେ ଥିବା ଗହଣା ଦୋକାନ ବନ୍ଦ କରି ଦୋକାନରେ ଚାବି ପକାଉଥିବା ବେଳେ ପାଖରେ ରଖିଥିବା ଗହଣା ଭର୍ତି ଏଟାଜୀ କୁ ଦୁଇ ଜଣ ଲୁଟେରା ଲୁଟି ନେଇଥିଲେ। ଏହାଦେଖି ବଜାରରେ ଥିବା ଅନ୍ୟ ଦୋକାନୀ ଓ ଲୋକେ ଲୁଟେରାଙ୍କୁ କାବୁ କରିଥିଲେ।
Conclusion:
ଲକ୍ଷାଧିକ ଟଙ୍କାର ଗହଣା ଏଟାଜି ଉଦ୍ଧାର କରିବା ସହିତ ଲୁଟେରାଙ୍କୁ ସମସ୍ତେ ମିଶି ଧୂମ ଛେଚି ଥିଲେ୲ ପରେ ଦଉଡିରେ ବାନ୍ଧି ପୋଲିସକୁ ଜିମା ଦେଇଥିଲେ ୲
Last Updated : Jun 24, 2019, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.