ETV Bharat / state

ଜଗନ୍ନାଥ ଜମି ଜାଲିଆତି ଅଭିଯୋଗରେ ଦୁଇ ଗିରଫ - Two arrested on Jagannath land fraud charges 3

ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଜଗନ୍ନାଥ ଜମି ଜାଲିଆତି ଅଭିଯୋଗରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଘଟଣାରେ ସୋର ପୋଲିସ ଦୁଇଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ବାଲେଶ୍ଵର ଜିଲ୍ଲା
ବାଲେଶ୍ଵର ଜିଲ୍ଲା
author img

By

Published : Nov 9, 2021, 9:47 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଜଗନ୍ନାଥ ଜମି ଜାଲିଆତି ଅଭିଯୋଗରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଘଟଣାରେ ସୋର ପୋଲିସ ଦୁଇଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଜଗନ୍ନାଥ ଜମି ଜାଲିଆତି ଅଭିଯୋଗରେ ଦୁଇ ଗିରଫ

ସୂଚନା ଅନୁସାରେ, ସୋର ଥାନା ରାଇପୁର, ସିରାପୁର, ବ୍ରହ୍ମପୁର, କମାଣପୁର ଅଞ୍ଚଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ରହିଛି ଶହଶହ ଏକର ଜମି। ଏହି ଜମିସବୁ ମଧ୍ୟରୁ ପ୍ରାୟ ତିନି ଏକର ଜମି ନିଜ ନାମରେ ଦଲାଲଙ୍କ ଦ୍ବାରା କରେଇ ନେଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ତହସିଲଦାର 12 ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସୋର ପୋଲିସ ନିଶାକର ପାତ୍ର ଓ ଶ୍ରୀ ମନ୍ଦିର ପ୍ରଶାସନ ଟ୍ରଷ୍ଟ ବାଲେଶ୍ବର ଶାଖାର ଅମିନ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.