ETV Bharat / state

ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ

author img

By

Published : Feb 9, 2020, 4:30 PM IST

ଏକ ପିକ୍‌ନିକ୍‌ ବସ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ବାଲେଶ୍ବରେ ଘଟିଛି ଏହି ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

11 kv electric ware in balasore
ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ବାଲିଆପାଳ ଗୋମଟି ଛକ ନିକଟରେ ଅଘଟଣ । ଏକ ପିକନିକ୍ ବସ୍ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ସେହିପରି ଅନ୍ୟ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି ।

ବସରେ ଲାଗିଲା 11 କେଭି ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵରର ଡଗରା ବେଳାଭୂମିକୁ ପିକ୍‌ନିକ୍‌ କରିବା ପାଇଁ ବାରିପଦା ଅଞ୍ଚଳରୁ 70 ଜଣ ପର୍ଯ୍ୟଟକ ଏକ ବସ ଯୋଗେ ଆସୁଥିଲେ । ବାଲିଆପାଳ ଗୋମଟି ଛକ ନିକଟରେ ବସଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନ୍ୟ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେହିପରି ବସ୍‌ଟି ପଛକୁ ଆସୁଥିବା ବେଳେ ଏକ ବାଇକ ଉପରେ ଚଢି ଯାଇଥିଲା । ଏଥିରେ ବାଇକ ଚାଳକ ଆହତ ହୋଇଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଏକ ପର୍ଯ୍ୟଟକ ବସ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

ବାଲେଶ୍ଵର ଜିଲ୍ଲା ଡଗରା ବେଳାଭୂମିକୁ ପିକନିକ କରିବା ପାଇଁ ବାରିପଦା ଅଞ୍ଚଳରୁ 70 ଜଣ ପର୍ଯ୍ୟଟକ ଏକ ବସ ଯୋଗେ ଯାଉଥିଲେ। ବାଲିଆପାଳ ଗୋମଟି ଛକ ନିକଟରେ ବସଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନ୍ୟ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ବସଟି ପଛକୁ ଆସୁଥିବା ବେଳେ ଏକ ବାଇକ ଉପରେ ଚଢ଼ାଯାଇଥିଲା। ଏଥିରେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି। ବାଲେଶ୍ୱରରୁConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.