ETV Bharat / state

ଲକଡାଉନ ବେଳେ ଗୁଜବ କରି ବନ୍ଧା ହେଲେ ଯୁବକ - ଗୁଜବ କରି ବନ୍ଧା ହେଲେ ଯୁବକ

ଲକଡାଉନ ବେଳେ ଦୋକାନ ବଜାର ଖୋଲା ବନ୍ଦ ନିୟମ ବାବଦରେ ଗୁଜବ କରି ବନ୍ଧା ହେଲେ ଯୁବକ । ଗିରଫ ପରେ କୋର୍ଟ ଚାଲଣ । ଅଧିକ ପଢନ୍ତୁ....

the young man was arrested on suspicion of shoplifting,During the lockdown
ଲକଡାଉନ ବେଳେ ଦୋକାନ ବଜାର ଖୋଲା ବନ୍ଦ ନିୟମ ବାବଦରେ ଗୁଜବ କରି ବନ୍ଧା ହେଲେ ଯୁବକ
author img

By

Published : Mar 31, 2020, 2:41 PM IST

ବାଲେଶ୍ବର: ଲକଡାଉନ ବେଳେ ଦୋକାନ ବଜାର ଖୋଲା ବନ୍ଦ ନିୟମ ବାବଦରେ ଗୁଜବ କରି ଗିରଫ ହେଲେ ଯୁବକ । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ରେମୁଣା ଖରିଦମୁଖୁରାର ଶିଵଶଙ୍କର ପରିଡ଼ା ନାମକ ଜଣେ ଯୁବକ ନିଜ ଫେସବୁକ ଆଇଡିରେ ଦୋକାନ ଖୋଲିବା ଓ ବନ୍ଦ ସମୟକୁ ନେଇ ଏକ ଗୁଜବ ପ୍ରଚାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ 31 ତାରିଖ ଠାରୁ ବାଲେଶ୍ବରର ସମସ୍ତ ଦୋକାନ ସକାଳ 6 ରୁ 11 ଟା ଯାଏଁ ଖୋଲା ରହିବ ।

the young man was arrested on suspicion of shoplifting,During the lockdown
ଲକଡାଉନ ବେଳେ ଦୋକାନ ବଜାର ଖୋଲା ବନ୍ଦ ନିୟମ ବାବଦରେ ଗୁଜବ କରି ବନ୍ଧା ହେଲେ ଯୁବକ

ଏହା ସହ ପୋଲିସ ବାଇକ ସିଜ କରିବା ନେଇ ଜିଲ୍ଲାପାଳଙ୍କ ଫଟୋ ସମେତ ଏକ ମିଥ୍ୟା ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକି ବହୁ ମାତ୍ରାରେ ଭାଇରାଲ ହୋଇଥିଲା । ଏହାକୁ ନେଇ ରେମୁଣା ପୋଲିସ ତଦନ୍ତ କରିବା ପରେ ଶିଵଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.