ETV Bharat / state

ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବ ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ - ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ

ବାଲେଶ୍ଵର ସହରର ଗଡଗଡ଼ିଆ ଛକ ନିକଟରେ ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଦି ନିୟୁ ହୋପ ପକ୍ଷରୁ ଏକ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରାଯାଇଛି । ଅଧିକ ପଢନ୍ତୁ...

ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବ ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ

author img

By

Published : Apr 14, 2021, 4:24 PM IST

ବାଲେଶ୍ବର: ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବ ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ । ବାଲେଶ୍ଵର ସହରର ଗଡଗଡ଼ିଆ ଛକ ନିକଟରେ ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଦି ନିୟୁ ହୋପ ପକ୍ଷରୁ ଏକ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରାଯାଇଛି ।

ଅସହାୟ ଲୋକଙ୍କ ଭୋକ ମେଣ୍ଟାଇବ ‘ଦି ନିୟୁ ହୋପ’ ସ୍ୱେଚ୍ଛାସେବୀ ସଂଗଠନ

ଏହି ଖାଦ୍ୟ ଭଣ୍ଡାର ଉଦଘାଟନ ଉତ୍ସବରେ ଟାଉନ ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ, ଟ୍ରାଫିକ ଥାନା ଆଇଆଇସି ମୋନାଲିସା କର ପ୍ରମୁଖ ଯୋଗଦେଇ ଅସହାୟ ଲୋକଙ୍କୁ ଏହି ଖାଦ୍ୟ ଭଣ୍ଡାରରୁ ଖାଦ୍ୟ ବଣ୍ଟନ କରିଥିଲେ। ଏହି ଭଣ୍ଡାରରେ ବଦାନ୍ୟ ବ୍ୟକ୍ତିମାନେ ଖାଦ୍ୟ ରଖି ଭୋକିଲା ପେଟକୁ ଦାନ ଯୋଗାଇ ପାରିବେ।

ଭୋକିଲା ଲୋକମାନେ ଭଣ୍ଡାରରୁ ନିଜ ମୁତାବକ ଖାଦ୍ୟ ନେଇ ପାରିବେ। ବାଲେଶ୍ଵର ସହରରେ କୌଣସି ବ୍ୟକ୍ତି ଭୋକରେ ନରୁହନ୍ତୁ ବୋଲି ଏହି ଲକ୍ଷ୍ୟରେ ଖାଦ୍ୟ ଭଣ୍ଡାର ପ୍ରତିଷ୍ଠା କରାଯାଇଥିବା ସଂଗଠନର ସଭାପତି ସଂଗ୍ରାମ ପଣ୍ଡା କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.